Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଲିଉଡରେ ଏଣ୍ଟ୍ରି କରିବେ ନିକ୍ ଜୋନାସ୍ !

by ସଞ୍ଜୟ ସ୍ୱାଇଁ
December 1, 2021
in Entertainment
ବଲିଉଡରେ ଏଣ୍ଟ୍ରି କରିବେ ନିକ୍ ଜୋନାସ୍ !
87
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବଲିଉଡରେ ଏଣ୍ଟ୍ରି ମାରି ପାରନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ପତି ନିକ୍ ଜୋନାସ । ଏକ ସୋ’ ରେ ନିକ ଜୋନାସଙ୍କୁ ବଲିଉଡ ବାବଦରେ ପଚରା ଯାଇଥିଲା । ”ମୁଝେ ବଲିଉଡ୍ ଫିଲ୍ମ ସେ ପ୍ୟାର ହୈ” ବୋଲି ନିକ କହିଛନ୍ତି ।ଏହି ସମୟରେ ନିକି ବଲିଉଡ ଫିଲ୍ମର ଗୀତ ଗୁଡିକୁ ଖୁବ୍ ପସନ୍ଦ କରନ୍ତି ବୋଲି କହିଥିଲେ । ଯେତେବେଳେ ମୁଁ ଇଣ୍ଡିଆରେ ଥିଲି ମୋ ବିବାହ ସମୟରେ ମୁଁ ବହୁତ ହିନ୍ଦୀ ଗୀତ ଶୁଣିଛି ବୋଲି ନିକି କହିଥିଲେ ଏବଂ ଆମେ ଘର ଭିତରେ ପାର୍ଟି ହେଉଥିବା ସମୟରେ ଆମେ ବଲିଉଡ୍ ଗୀତକୁ ଲଗାଇ ଥାଉ ବୋଲି ନିକି କହିଛନ୍ତି ।ବଲିଉଡ ଜଗତରେ ମୋର ବହୁତ ସାଙ୍ଗ ଅଛନ୍ତି ବୋଲି ନିକି କହିଥିଲେ । ସେପଟେ ପତ୍ନୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍ ପରେ ଏବେ ହଲିଉଡରେ ନିଜର ଦବ ଦବା ଜାରି ରଖିଛନ୍ତି । ହେଲେ ପତି ନିକ୍ ଜୋନାସ ହିନ୍ଦୀ ଫିଲ୍ମ ଗୁଡିକ ଦେଖିବା ସହ ହିନ୍ଦୀ ଗୀତ ଗୁଡିକୁ ପ୍ରଂଶସା କରିଛନ୍ତି । ଅନ୍ୟପଟେ ଡିସେମ୍ବର ୩ ରେ ଆବୁଧାବିରେ ଆୟୋଜିତ ହେବାକୁ ଥିବା ଏହି ଭିଡକନରେ ଅନ୍ତର୍ଜାତୀୟ ପପ୍ ଷ୍ଟାର୍ ନିକ ଜୋନାସ୍ ଏବଂ କହଲାନିଙ୍କ ପରି ବଡ ସେଲିବ୍ରେଟିମାନେ ମଧ୍ୟ ପରଫର୍ମ କରିବେ ବୋଲି ଖବର ସାମ୍ନାକୁ ଆସିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!