Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦେଖନ୍ତି ଭିଡିଓ, ମାଲେସିଆରେ ଫସିଥିବା ଶ୍ରମିକଙ୍କ ଅବସ୍ଥା

by ସଞ୍ଜୟ ସ୍ୱାଇଁ
November 24, 2019
in Breaking, Nayagarh, State
10
VIEWS
Share on FacebookShare on Twitter

ଫେରିବା ପାଇଁ ଚାଲିଛି ପ୍ରସ୍ତୁତି

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡରୁ ମାଲେସିଆ ଯାଇ ୫ଜଣ ଶ୍ରମିକ କେଉଁ ଅବସ୍ଥାରେ ପଡ଼ିରହିଛନ୍ତି ତାହାର ଭିଡିଓ ‘ବାଘୁଆବାର୍ତ୍ତା’ର ହସ୍ତଗତ ହୋଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଲଡ଼ୁକେଶରପ୍ରସାଦ ଲକ୍ଷ୍ମୀଧର ପ୍ରଧାନ, ଅରୁଣ ପ୍ରଧାନ, କୁଶ ବେହେରା, ଆଲୋକ ବେହେରା ଓ ଡମ୍ବୁରଧର ସ୍ୱାଇଁ ଦଲାଲ ମାଧ୍ୟମରେ ଗତମାସ ମାଲେସିଆ ଯାଇଥିଲେ । ମାଲେସିଆଲର କ୍ୱାଲାଲାମ୍ପୁରରେ ରହିଥିବା ଏକ ମଲ୍ରେ କାମ କରିବା ପାଇଁ ଶରଣକୂଳ ଥାନା ହରିହରପୁର ଗ୍ରାମର ରବିନ୍ଦ୍ର ପାଢ଼ୀ ଶ୍ରମିକମାନଙ୍କୁ ପ୍ରଲୋଭିତ କରିଥିଲେ । ଯିବା ପାଇଁ ଭିସା ଏବଂ ପାସପୋର୍ଟ ବାବଦକୁ ରବିନ୍ଦ୍ର ପ୍ରତ୍ୟେକ ଲୋକଙ୍କଠାରୁ ୬୦ ହଜାର ଟଙ୍କା ଲେଖାଁଏ ଅଗ୍ରୀମ ନେଇଥିଲେ । ଏହି ଘଟଣାରେ ଶ୍ରମିକଙ୍କ ପରିବାରର ଅଭିଯୋଗ କ୍ରମେ ରଣପୁର ପୁଲିସ ଏକ ମାମଲା ରୁଜୁ କରିବା ସହ ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ର ପାଢ଼ୀଙ୍କ ତିନିଜଣ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେବି ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ର ପାଢ଼ୀ ଏବଂ ତାଙ୍କ ସ୍ତ୍ରୀ ସୂରଧୂନୀ ପଣ୍ଡା ଫେରାର ଥିବା ବେଳେ ମାଲେସିଆରେ ରହିଥିବା ଶ୍ରମିକମାନେ ଦୟନୀୟ ଅବସ୍ଥାରେ ରହିଛନ୍ତି । ତାଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତୀୟ ଦୂତବାସା ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!