Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩୦ ତମ ପିକକ୍ ଶିଶୁମେଳା ର ପଞ୍ଚମ ଦିବସ

by ସଞ୍ଜୟ ସ୍ୱାଇଁ
November 18, 2019
in Nayagarh, Sports, State
46
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) :ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ର ଏକାମ୍ର ହାଟରେ ଚାଲିଥିବା ସାତ ଦିନ ବ୍ୟାପୀ ଶିଶୁମେଳା ର ଏହା ଥିଲା ପଞ୍ଚମ ଦିବସ । ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲା ମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟ ର ପ୍ରତିଯୋଗୀତା । ଆଜି ସଂନ୍ଧ୍ୟାରେ ଅତିଥିମାନେ ବିଶିଷ୍ଟ ନୃତ୍ୟ ଶିଳ୍ପୀ ଡ॰ ସ୍ନେହପ୍ରଭା ସାମନ୍ତରାୟ, ଡ॰ମିନାକ୍ଷୀ ବେହେରା, ଓ ମମତା ଶତପଥି, ଶରତ ପାଣି, ଶିଶିର ବାହିନୀପତି, ଷ୍ଟେଟ ପ୍ରୋଗ୍ରାମ ଅଫିସର, ଟ୍ୟୁବରକୁଲଶିସ, ସ୍ୱାସ୍ଥ୍ୟ ବିଭାଗ, ମନୋରଞ୍ଜନ ମିଶ୍ର,ମ୍ୟାନେଜର ଏଚଡ଼ିବି, ସୁଶ୍ରୀ ଶୈଲାନୀ ସୁମନ, ଚିଫ ଏଡିଟର ରିସର୍ଚ ଏଡିଟ, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପିକକ୍ ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଉପସ୍ଥିତ ଥିଲେ । ପିକକ୍ ର ରତ୍ନା ଦାଶ, ଗଣେଶ୍ଵର ସିଂ, ପ୍ରଶାନ୍ତ କୁମାର ମଲ୍ଲିକ, ରାଜକିଶୋର ସେନାପତି, ବାମଦେବ ଜେନା, ବିଶ୍ଵଜିତ୍ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସଂନ୍ଧ୍ୟାରେ ଦିବ୍ୟଜ୍ୟୋତି ସ୍ମୃତିପିଠ, ସାରଳା ଗ୍ରୁପ, ନୃତ୍ୟାନ୍ଶୀ ଗ୍ରୁପ, କ୍ଵିଟିକିଡ଼ ଗ୍ରୁପ ଓ ଦଶାବତାର ଡ୍ୟାନ୍ସ ଗ୍ରୁପ ର ପିଲାମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କର ମନ ମୋହି ନେଇଥିଲା ।

ପିକକ୍ ଶିଶୁମେଳା ଷଷ୍ଠ ଦିବସ ତା 19॰ ୧୧. ୨୦୧୯. ରିଖ କାର୍ଯ୍ୟସୂଚୀ,
ସକାଳ
ବିଶ୍ଵ ଶିଶୁ ନିର୍ଯ୍ୟାତନା ନିରୋଧ ଦିବସ – ୨୦୧୯
ଶିଶୁ ଶ୍ରମ ଓ ଶିଶୁ ନିର୍ଯ୍ୟାତନା, ବିରୋଧରେ ପଦଯାତ୍ରା ଓ ଦସ୍ତଖତ ଅଭିଯାନ – ରାମ ମନ୍ଦିର ଛକ-ସମୟ ସକାଳ ୭:୦୦ ଘଟିକା
ସଂନ୍ଧ୍ୟା
ସ୍ଥାନ – ଏକାମ୍ରହାଟ, ଅମ୍ଫିଥିଏଟର
କୌତୁକ ପୋଷାକ ପ୍ରତିଯୋଗୀତା – ଅପରାହ୍ନ ୪:୩୦ ଘଟିକା
ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ – ସଂନ୍ଧ୍ୟା ୭:୦୦ ଘଟିକା

 

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!