Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଧୁ ହତ୍ୟା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
November 17, 2019
in Breaking, Crime, Nayagarh, State
31
VIEWS
Share on FacebookShare on Twitter

ଶାଶୁ ଥାନାରେ ଅଟକ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ନାଟୁଗାଁ ପଂଚାୟତ ସଜନାପଡ଼ା ଗ୍ରାମରେ ବଧୁହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ହରପ୍ରିୟା ସେଠୀ । ସୂଚନାନୁସାରେ, ରଣପୁର ଥାନା ବାଉଶଁଗଡ଼ ଗ୍ରାମର ରବିନ୍ଦ୍ର ସେଠୀଙ୍କ ଝିଅ ହରପ୍ରିୟା ସେଠୀଙ୍କର ସଜନାପଡ଼ା ଗ୍ରାମ ପ୍ରଫୁଲ କୁମାରର ସେଠୀଙ୍କ ପୁଅ ଲୋକନାଥ ସେଠୀଙ୍କ ସହ ୨୦୧୭ ମସିହା ମେ ୬ ତାରିଖରେ ବିବାହ ହୋଇଥିଲା । ଗତ ତିନିଦିନ ତଳେ ହରପ୍ରିୟାଙ୍କ ଶାଶୁ ଘରକୁ ତାଙ୍କ ନଣନ୍ଦଙ୍କ ମାନେ ଆସିଥିବା ବେଳେ ଘରେ ଚିକେନ ରୋଷେଇକୁ ନେଇ କଳହ ହୋଇଥିଲା । ଯାହା ଫଳରେ ଆଜି ଶଶୁର ଓ ସ୍ୱାମୀ ମିଶି ହରପ୍ରିୟାଙ୍କୁ ହତ୍ୟା କରିଥିବା ଇଟାମାଟି ଥାନାରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ହରପ୍ରିୟାଙ୍କ ଶାଶୁଙ୍କ କହିବାନାନୁସାରେ, ବୋହୁ ଆଜି ଘର ଭିତରେ ଏକ ଲୁଗା ଦ୍ୱାରା ଫ୍ୟାନରେ ଝୁଲି ପଡ଼ିଥିଲା । ଶାଶୁ ତାଙ୍କ ପଡ଼ୋଶୀଙ୍କ ସହାୟତାରେ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ପୁଲିସ ପହଂଚି ଶବ ଜବତ କରିବା ସହ ବ୍ୟବେଚ୍ଛଦ ପାଇଁ ପଠାଇଛି । ଏହି ଘଟଣାରେ ସଂପୃକ୍ତ ବନରକ୍ଷୀ ଚାକିରି କରିଥିବା ସ୍ୱାମୀଙ୍କ ସହ ଶଶୁର ଫେରାର ହୋଇଯାଇଥିବା ବେଳେ ଶାଶୁଙ୍କୁ ପୁଲିସ ଅଟକ ରଖିଛି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!