Monday, November 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭଏସ୍ ଅଫ୍ ନୟାଗଡ଼ ସିଜିନ୍-୨ ଫାଇନାଲକୁ ଦଶ ମନୋନୀତ

by ସଞ୍ଜୟ ସ୍ୱାଇଁ
November 11, 2019
in Breaking, State

Notice: Trying to access array offset on value of type bool in /home/thecvdsw/baghuabarta.com/wp-content/themes/jnews/class/Single/SinglePost.php on line 1000
29
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ କ୍ଲବ ଦ୍ୱାରା ଆୟୋଜିତ ଭଏସ୍ ଅଫ୍ ନୟାଗଡ଼ ସିଜିନ୍-୨ର ସେମି ଫାଇଲାନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରୋଟାରୀ କ୍ଲବଠାରେ ଅନୁଷ୍ଠିତ ଆଜିର ପ୍ରତିଯୋଗୀତାରେ ୩୧ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଦଶ ଜଣ ପ୍ରତିଯୋଗୀଙ୍କୁ ଶେଷ ପର୍ଯ୍ୟାୟକୁ ଉତ୍ତିନ୍ନ ହୋଇଛନ୍ତି । ଆଜିର ବିଚାରକଭାବେ ସଂଗୀତ ନିର୍ଦ୍ଦେଶକ ବିଦ୍ୟାଧର ସାହୁ, ସୁଦାମ ପାଳ ଓ ସଂଗୀତଜ୍ଞ ସୁଧିର ମହାନ୍ତି ଯୋଗ ଦେଇଥିଲେ । ପ୍ରାରମ୍ଭରୁ ଗତବର୍ଷର ବିଜେତା ଓମ୍ ପ୍ରକାଶ ମହାରଣାଙ୍କର କ୍ୟାସେଟ୍ ‘ପ୍ରେମୀ ଦ୍ୱିୱାନା’ ଓ ପ୍ରୟତ୍ ଆତ୍ମା ରଥଙ୍କର ‘ହୃଦୟ’ ଆଲ୍ବମ୍ ରିଲିଜ୍ କରାଯାଇଥିଲା ।୧୪ରୁ ୨୫ ବର୍ଷ ବୟସ ସୀମା ମଧ୍ୟରେ ନୟାଗଡ଼ ଜିଲ୍ଲାର କଂଣ୍ଠଶୀଳ୍ପିମାନେ ପ୍ରତିଯୋଗିାତରେ ଅଂଶ ଗ୍ରହଣ କରି କେବଳ ଓଡ଼ିଆ ସଂଗୀତ ପରିବେଷଣ କରିଥିଲେ । ସେଥିମଧ୍ୟରେ ଅନେକ ଭଜନ, ଦେଶାତ୍ମବୋଧକ ଓ ଆଧୁନିକ ସଂଗୀତ ରହିଥିବା ବେଳେ ବହୁ ପୁରୁଣା ଚଳଚିତ୍ରର ଗୀତ ମଧ୍ୟ ପରିବେଷଣ କରିଥିଲେ । ସାଂଗଠନିକ କମିଟି ଅଧ୍ୟକ୍ଷ ଧିରେନ୍ଦ୍ର ପଟ୍ଟନାୟକ, କ୍ଲବ ସଦସ୍ୟ ପ୍ରବୀର କୁମାର ପୃଷ୍ଟି, ଲକ୍ଷ୍ମୀନାରାୟଣ ରଥ, ପ୍ରସନ୍ନ କୁମାର ବସନ୍ତିଆ, ହିମାଶୁଂ ପଟ୍ଟନାୟକ, ମିହିର ରଂଜନ ନାୟକ, ସ୍ୱଦେଶ ରଥ ପ୍ରମୂଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

http://baghuabarta.com/backup/wp-content/uploads/2019/11/VID-20191110-WA0099.mp4

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!