Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛେଳିକୁ ଗାଡି ମାଡି ଯିବାକୁ କେନ୍ଦ୍ର କରି ଛୁରାମାଡ, ଛୁରାମାଡରେ ଚାଲିଗଲା ଜଗୁଆଳୀର ଜୀବନ, ସ୍ତ୍ରୀ ଓ ପୁଅ ଗୁରୁତର

by ସଞ୍ଜୟ ସ୍ୱାଇଁ
October 15, 2021
in Crime, State
ଛେଳିକୁ ଗାଡି ମାଡି ଯିବାକୁ କେନ୍ଦ୍ର କରି ଛୁରାମାଡ, ଛୁରାମାଡରେ ଚାଲିଗଲା ଜଗୁଆଳୀର ଜୀବନ, ସ୍ତ୍ରୀ ଓ ପୁଅ ଗୁରୁତର
163
VIEWS
Share on FacebookShare on Twitter

ଅସ୍ତରଙ୍ଗ, (ବାଘୁଆବାର୍ତ୍ତା): ଅସ୍ତରଙ୍ଗ ଥାନା ଅଧିନ ପାଟସୁନ୍ଦରପୁର ଗାଁରେ ବିଭତ୍ସ କାଣ୍ଡ । ଛେଳିକୁ ଗାଡି ମାଡି ଯିବାକୁ କେନ୍ଦ୍ର କରି ଛୁରାମାଡ । ଫଳରେ ଘଟଣା ସ୍ଥାନରେ ହିଁ ଛେଳି ଜଗୁଆଳୀଙ୍କ ମୃତ୍ୟୁ ହେବା ସହ ସ୍ତ୍ରୀ ଓ ପୁଅ ଗୁରୁତର ହୋଇ ଅସ୍ତରଙ୍ଗ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଥାଉକି, ରାସ୍ତା କଡରେ ଅକ୍ଷୟ ଦାସ ନାମକ ଜଣେ ଜଗୁଆଳୀ ଛେଳି ଚରାଉଥିବା ସମୟରେ ସେହି ବାଟଦେଇ ରାଜୁ ଦାସ ନାମକ ବ୍ୟକ୍ତି ବାଇକ ଯୋଗେ ଆସୁଥିଲେ । ଠିକ୍ ଏତିକିବେଳେ ଛେଳିକୁ ଧକ୍କା ଦେଇଥିଲା ବାଇକ୍ । ଫଳରେ ଛେଳିବାଲା ଅକ୍ଷୟ ଦାସ,ସ୍ତ୍ରୀ ଓ ପୁଅ ରାଗିଯାଇ ପାଟିତୁଣ୍ଡ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ସାମାନ୍ୟ ବଚସାରୁ ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା । ବଚସା ଏତେ ମାତ୍ରାରେ ଉଗ୍ରରୂପ ନେଲା ଯେ ବାଇକି ଆରୋହୀ ରାଜୁ ଦାସ ରାଗରେ ଛେଳିବାଲା ପେଟରେ ଚୁରି ଭୂସିଥିଲେ । ଏହାର ପ୍ରତିବାଦ କରିଥିଲେ ସ୍ତ୍ରୀ ଓ ପୁଅ । ହେଲେ ସେମାନେ ମଧ୍ୟ ବର୍ତ୍ତିନଥିଲେ । ଯେଉଁଥିପାଇଁ ଛେଳି ଜଗୁଆଳିଙ୍କର ଘଟଣା ସ୍ଥାନରେ ମୃତ୍ୟୁ ହେବା ସହ ସ୍ତ୍ରୀ ଓ ପୁଅ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଅସ୍ତରଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇଁ ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଛୁରାମାଡ ପରେ ବାଇକି ଆରୋହୀ ସେଠାରୁ ଫେରାର୍ ହୋଇଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!