Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ମାର୍ଟ ଫୋନ ନଥିବାରୁ ପାଠପଢ଼ାରୁ ବଂଚିତ ଥିଲା ବେଳେ ସାମାଜିକ ସଂଗଠନ ‘ମେ ଆଇ ହେଲ୍ପ ୟୁ’ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି

by ସଞ୍ଜୟ ସ୍ୱାଇଁ
October 12, 2021
in State
ସ୍ମାର୍ଟ ଫୋନ ନଥିବାରୁ ପାଠପଢ଼ାରୁ ବଂଚିତ ଥିଲା ବେଳେ ସାମାଜିକ ସଂଗଠନ ‘ମେ ଆଇ ହେଲ୍ପ ୟୁ’ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି
54
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): କରୋନା ପାଇଁ ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସ୍କୁଲ ଅଙ୍ଗନୱାଡି ବନ୍ଦ ରହିଛି । ସ୍ମାର୍ଟ ଫୋନ ନଥିବାରୁ ଆଦିବାସୀ ସାହିରେ ପିଲାମାନେ ପାଠପଢ଼ାରୁ ବଂଚିତ ଥିଲା ବେଳେ ସାମାଜିକ ସଂଗଠନ ‘ମେ ଆଇ ହେଲ୍ପ ୟୁ’ ପିଲାମାନଙ୍କୁ ସାହି ସାହି ବୁଲି ପାଠ ପଢ଼ାଉଛନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋବରଘାଟା ପଞ୍ଚାୟତର ଚନ୍ଦନା ଗ୍ରାମର କୃଷ୍ଣ ନଗର ଆଦିବାସୀ ସାହିରେ ଏହି ସେବା ଯୋଗାଇ ଦେଇଛି ସଂଗଠନ । ପାଠପଢା ବନ୍ଦ ଥିବାରୁ ଖେଳ କୁଦ କରିବା ସହିତ ଗାଈଗୋରୁ ଚରାଉ ଛନ୍ତି ପିଲାମାନେ । ଏହାକୁ ଦେଖି ଜଳେଶ୍ୱର ସହରରେ ଥିବା ଏହି ସାମାଜିକ ସଂଗଠନର ସଦସ୍ୟମାନେ ସାହିର ପିଲାମାନଙ୍କୁ ଏକଜୁଟ କରି ଗଛମୂଳେ ପାଠ ପଢ଼ାଉଛନ୍ତି । ଏହି କାର୍ୟ୍ୟକ୍ରମ ସବୁ ଦିନ ସକାଳ ସମୟରେ ସଂଗଠନର ସଦସ୍ୟମାନଙ୍କ ଦ୍ଵାରା ଜାରି ରହିଛି । ପାଠପଢା ସହିତ ବ୍ୟୟାମ, ଯୋଗ, ସାଧାରଣଜ୍ଞାନ ଆଦି ଶିକ୍ଷା ଦିଆଯିବା ସହିତ ପିଲାମାନଙ୍କୁ ଜଳଖିଆ ମଧ୍ୟ ପ୍ରଦାନ କରାଯାଉଛି । ଫଳରେ ପିଲାମାନେ ଖେଳକୁଦ ଛାଡି ଏବେ ଆନନ୍ଦ ସହକାରରେ ପାଠ ପଢୁଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!