Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟା ଗୁଲାବ ପ୍ରଭାବରେ ମାଲକାନଗିରି ଜିଲାରେ ଜାତୀୟ ରାଜପଥ ଉପରେ ୩ ଫୁଟର ବନ୍ୟା ଜଳ

by ସଞ୍ଜୟ ସ୍ୱାଇଁ
September 27, 2021
in State
ବାତ୍ୟା ଗୁଲାବ ପ୍ରଭାବରେ ମାଲକାନଗିରି ଜିଲାରେ ଜାତୀୟ ରାଜପଥ ଉପରେ ୩ ଫୁଟର ବନ୍ୟା ଜଳ
45
VIEWS
Share on FacebookShare on Twitter

କାଲିମେଳା, (ବାଘୁଆବାର୍ତ୍ତା): ବାତ୍ୟା ଗୁଲାବ ପ୍ରଭାବରେ ମାଲକାନଗିରି ଜିଲାରେ କାଲିଠୁ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ହେବାରୁ କେତେକ ସ୍ଥାନରେ ପୋଲ ଉପରେ ବର୍ଷା ଜଳ ପ୍ରଭାବିତ ହେଉଛି। ମାଲକାନଗିରିର ଜିଲ୍ଲାର କାଲିମେଳାର ବ୍ଲକ ଅନ୍ତର୍ଗତ ଭୁବନପାଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏମ ଭି ୯୬ ଗ୍ରାମ ନିକଟସ୍ଥ ୩୨୬ ନମ୍ବର ବିଜୟୱାଡା ରାଞ୍ଚି ଜାତୀୟ ରାଜପଥ ରେ ଥିବା ଉପରେ ପାଖାପାଖୀ ଦୁଇ ରୁ ତିନିଫୁଟ ବର୍ଷାଜଳ ପ୍ରବାହିତ ହେଉଅଛି। ଯାହାଫଳରେ ପୋଲର ଉଭୟ ପାର୍ଶ୍ବ ରେ ଅନେକ ଯାନବାହାନ ଅଟକି ରହିଛି। ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ରାସ୍ତାର ଉଭୟ ପାଶ୍ବରେ ଅଟକି ରହିଛନ୍ତି। କେତେବେଳେ ପୋଲ ଉପରେ ବର୍ଷାଜଳ ଲହରୀ କମିବ ଲୋକ ମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ ସେହି ଅପେକ୍ଷାରେ ରହିଛନ୍ତି।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!