Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକ ପାଉଁରୁଟି ଓ ବିସ୍କୁଟ ଫ୍ୟାକ୍ଟ୍ରି ଉପରେ ଚଢାଉ କଲା ସିଏମ୍‌ସି

by ସଞ୍ଜୟ ସ୍ୱାଇଁ
September 23, 2021
in Crime, State
ଏକ ପାଉଁରୁଟି ଓ ବିସ୍କୁଟ ଫ୍ୟାକ୍ଟ୍ରି ଉପରେ ଚଢାଉ କଲା ସିଏମ୍‌ସି
110
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକ ଶିଖରପୁର ଅଞ୍ଚଳରେ ଏକ ପାଉଁରୁଟି ଓ ବିସ୍କୁଟ ଫ୍ୟାକ୍ଟ୍ରି ଉପରେ ଚଢାଉ କଲା ସିଏମ୍‌ସି। ଫ୍ୟାକ୍ଟ୍ରି ପରିସରରୁ ଅନେକ ଅପମିଶ୍ରିତ ସାମଗ୍ରୀ ଏବଂ ବହୁ ପରିମାଣରେ ବାସି ପାଉଁରୁଟି ଓ ବିସ୍କୁଟ ଜବତ କରିଛି ସିଏମ୍‌ସି ଟିମ୍ । ବିନା ଟ୍ରେଡ ଲାଇସେନ୍ସରେ ପାଉଁରୁଟି ଫ୍ୟାକ୍ଟ୍ରିକୁ ମାଲିକ ଚଳାଉଥିବା ଚଢାଉ ବେଳେ ଜଣାପଡିଛି । ରଙ୍ଗ,ମଇଦା ଓ ଅନେକ ଅପମିଶ୍ରିତ ସାମଗ୍ରୀ ଜବତ ହୋଇଛି। ବର୍ତ୍ତମାନ ପୋଲିସ ଟିମ୍ ଚଢ଼ଉ ଜାରି ରଖିଛି। ଜବତ ହୋଇଥିବା ବିଭିନ୍ନ ନକଲି ଜିନିଷର ନମୁନା ସଂଗ୍ରହ କରାଯାଇଛି। ଏହି ନମୁନା ଗୁଡିକ ଟେଷ୍ଟ ପାଇଁ ଲାବୋରାଟେରୀକୁ ପଠାଯିବ ବୋଲି ଜଣେ ସିଏମ୍‌ସି ଅଧିକାରୀ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!