Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଷ ପାଇଁ ଓଏଏସ୍‌ ଚାକିରି ଛାଡ଼ିଲେ

by ସଞ୍ଜୟ ସ୍ୱାଇଁ
September 21, 2021
in Feature News
ଚାଷ ପାଇଁ ଓଏଏସ୍‌ ଚାକିରି ଛାଡ଼ିଲେ
345
VIEWS
Share on FacebookShare on Twitter

ବାଲେଶ୍ବର,(ବାଘୁଆବାର୍ତ୍ତା): ଓଏଏସ୍‌ ଭଳି ୧୨ ବର୍ଷର ଲୋଭନୀୟ ଚାକିରି ଛାଡ଼ି ଚାଷକୁ ଆପଣେଇ ନେଲେ। ଇଣ୍ଟରନେଟ୍‌, ୟୁଟୁବ୍‌ ଦେଖି ଆଧୁନିକ ଜ୍ଞାନକୌଶଳରେ ଆଜି ମୁକ୍ତାଚାଷ ଓ ସୁଗାର ଫ୍ରି ‘ଷ୍ଟିଭିଆ’ (ମିଠା ଜାତୀୟ ଗଛ) ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଖାଲି ସେ ଏକୁଟିଆ ନୁହେଁ, ଅନେକ ଲୋକଙ୍କୁ ତାଲିମ୍‌ ଦେଇ ରୋଜଗାରକ୍ଷମ କରାଇଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି।  କୃଷି ଭଳି ବୃତ୍ତିକୁ ବାଛିଥିବା ଏହି ଉଚ୍ଚଶିକ୍ଷିତା ମହିଳା ଉଦ୍ୟୋଗୀ ଜଣକ ହେଉଛନ୍ତି ବାଲେଶ୍ବର ରେମୁଣା ଗୋଲେଇ ବାସିନ୍ଦା ଡ. ନିନା ସିଂ (୪୯)। ଓଡ଼ିଶା ସିଭିଲ ସର୍ଭିସ (ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୯୯ ମସିହାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ ଡ. ନିନା। ପରେ ବାଲେଶ୍ବର, ଭଦ୍ରକ ଓ ଭୁବନେଶ୍ବରେ ବିଭିନ୍ନ ପଦପଦବିରେ ୧୨ ବର୍ଷ ଚାକିରି କରିଥିଲେ। ନିନାଙ୍କର ପ୍ରଥମରୁ ବ୍ୟବସାୟ ପ୍ରତି ରୁଚି ରହିଥିଲା। ଚାକିରିରେ ମନ ନ ଲାଗିବାରୁ ସେ ଓଏଏସ୍‌ ଛାଡ଼ିବାକୁ ସ୍ଥିର କରିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!