Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିମ୍‌କାର୍ଡ ସ୍ଵାପିଂ ଠକେଇର ପର୍ଦ୍ଦାଫାସ୍

by ସଞ୍ଜୟ ସ୍ୱାଇଁ
September 18, 2021
in Crime, State
ସିମ୍‌କାର୍ଡ ସ୍ଵାପିଂ ଠକେଇର ପର୍ଦ୍ଦାଫାସ୍
45
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ସିମ୍‌କାର୍ଡ ସ୍ଵାପିଂ ଠକେଇର ପର୍ଦ୍ଦାଫାସ୍। ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ସିମ୍‌କାର୍ଡ ସ୍ଵାପିଂ ଠକେଇର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ। ଏହି ରାକେଟ୍‌ରେ ସଂପୃକ୍ତ ଥିବା ୩ ଜଣଙ୍କୁ ଉଠାଇ ଆଣିଛି କମିସନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ଵାର୍ଡ। ସେମାନଙ୍କ ଠାରୁ ବିପୁଳ ପରିମାଣରେ ସିମ୍‌କାର୍ଡ ଜବତ ହୋଇଛି। ସିମ୍‌କାର୍ଡ ସ୍ଵାପିଂ ରାକେଟ୍‌ର ଟାର୍ଗେଟ୍‌ରେ ଥିଲେ ସ୍ପେଶାଲ୍ ନମ୍ବର ବ୍ୟବହାରକାରୀ ଗ୍ରାହକ। ଏହି ଠକମାନେ ମୋବାଇଲ୍ ୟୁଜରମାନଙ୍କୁ ଆପଣଙ୍କର ସିମ୍ କାର୍ଡ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ବୋଲି ଫୋନ୍ କରନ୍ତି। ୟୁଜରମାନଙ୍କୁ ଭୟଭୀତ କରାଇ ସେମାନଙ୍କ ଫୋନକୁ ଓଟିପି ପଠାନ୍ତି। ଏହାପରେ ଓଟିପି ନେଇ ସାଇବର ଠକେଇ କରନ୍ତି। ତେବେ କମିସନରେଟ୍‌ ପୋଲିସର ସ୍ପେଶାଲ୍ ସ୍କ୍ଵାର୍ଡ ଏହି ରାକେଟ୍‌ର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି। ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ୩ ଜଣ ଠକଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ସିମ୍‌କାର୍ଡ ସହ ଆଧାର କାର୍ଡ ଓ ମୋବାଇଲ୍ ଜବତ କରିଛି ପୋଲିସ। ତେବେ ଏହା ପୂର୍ବରୁ ସିମ୍‌କାର୍ଡ ସ୍ଵାପିଂ ଠକେଇର ୭ ଜଣ ଗିରଫ ହୋଇଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!