Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ଏକ ଚାଞ୍ଚଲ୍ୟକର ବୟାନ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏବେ ତାଲିବାନ୍‌ ମାନଙ୍କର ଫରେନ୍‌ ମିନିଷ୍ଟର

by ସଞ୍ଜୟ ସ୍ୱାଇଁ
August 26, 2021
in WORLD
ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ଏକ ଚାଞ୍ଚଲ୍ୟକର ବୟାନ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏବେ ତାଲିବାନ୍‌ ମାନଙ୍କର ଫରେନ୍‌ ମିନିଷ୍ଟର
173
VIEWS
Share on FacebookShare on Twitter

କାବୁଲ୍‌, (ବାଘୁଆବାର୍ତ୍ତା): ତାଲିବାନ୍‌ ଆଫଗାନିସ୍ତାନକୁ କବ୍‌ଜାକୁ ନେବା ପରେ ସାରା ବିଶ୍ୱ ସେଠାକାର ନାଗରିକ ମାନଙ୍କ ପାଇଁ ଚିନ୍ତା ପ୍ରକଟ କରୁଛନ୍ତି । କିଛି ଦେଶ ତାଲିବାନ୍‌କୁ ସମର୍ଥନ ଦେବାକୁ ସିଧାସିଧା ମନା କରିଦେଇଛନ୍ତି । ହେଲେ ତାଲିବାନୀ ଶାସନକୁ ନେଇ ସବୁଠାରୁ ଅଧିକ ଖୁସି ଜାହିର କରିଛି ପାକିସ୍ତାନ । ଏମିତି କି ପାକିସ୍ତାନର କିଛି ସଂଗଠନ ଖୁସିରେ ବୁଲି ବୁଲି ମିଠା ମଧ୍ୟ ବାଣ୍ଟିଥିବା ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଗଣମାଧ୍ୟମ ସଂସ୍ଥା ୱିୟନ୍‌କୁ ଅମରୁଲ୍ଲା ଦେଇଥିବା ସାକ୍ଷାତକାରରେ ଆଫଗାନିସ୍ତାନକରେ ଆତଙ୍କବାଦୀ କାର୍ୟ୍ୟକଳାପକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଛି । ଏହାର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ତାଲିବାନ୍‌ ମାନଙ୍କର ଫରେନ୍‌ ମିନିଷ୍ଟର ସାଜିଥିବା ସେ ଅଭିଯୋଗ ଆଣିଛନ୍ତି । ସାଲେହ ପାକିସ୍ତାନକୁ ଏନେଇ ଚ୍ୟାଲେଞ୍ଜ ଦେଇଛନ୍ତି, ଆଫଗାନିସ୍ତାନ ଯୁବକଙ୍କୁ ନେଇ ଉଠିଥିବା ବିବାଦ, କୋଭିଡ୍‌-୧୯ ଏବଂ ମରୁଡ଼ିକୁ ମୁକାବିଲା କରିବା ପାଇଁ ଆଫଗାନ ସରକାରଙ୍କୁ କୌଣସି ଅର୍ଥନୈତିକ ସାହାଯ୍ୟ କରିନାହାନ୍ତି । ସେ କହିଛନ୍ତି ଯେ, ପାକିସ୍ତାନୀମାନେ ଭୁଲ୍‌ ଭାବୁଛନ୍ତି । ଭୁଲ୍‌ ବିଚାର କରୁଛନ୍ତି । ତାଲିବାନ୍‌ମାନେ ମଧ୍ୟ କାବୁଲ୍‌କୁ କବ୍‌ଜା କରି ଭୁଲ୍‌ କରିଛନ୍ତି । ଯାହାଫଳରେ ନାଗରିକ ମାନେ ଦେଶ ଛାଡ଼ି ଚାଲି ଯାଉଛନ୍ତି । ବର୍ତ୍ତମାନ ପାକିସ୍ତାନ ତାଲିବାନୀଙ୍କୁ ସବ୍‌ସିଡି ଦେବାକୁ ବାହାରିଛି । ଯାହାର ପରିଣାମ ତାକୁ ଦିନେ ଭୋଗିବାକୁ ପଡ଼ିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!