Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକ ହଜାର ଲିଟର ଦେଶୀ ମଦ ଓ ଏକ ଟାଟା ଏସି ଗାଡ଼ି ଜବତ, ୨ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
August 11, 2021
in Crime, State
ଏକ ହଜାର ଲିଟର ଦେଶୀ ମଦ ଓ ଏକ ଟାଟା ଏସି ଗାଡ଼ି ଜବତ, ୨ ଅଭିଯୁକ୍ତ ଗିରଫ
102
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): ରାଇବଣିଆ ଥାନା ଶାଳବଣୀ ଅଞ୍ଚଳରେ ଜଳେଶ୍ୱର ଅବକାରୀ ବିଭାଗର ଚଢାଉ। ଶାଳବଣୀ ଅଞ୍ଚଳରୁ ପଶ୍ଚିମବଙ୍ଗ ରନ୍ଧା ଏକ ହଜାର ଲିଟର ଦେଶୀ ମଦ ଓ ଏକ ଟାଟା ଏସି ଗାଡ଼ି ଜବତ ହୋଇଛି। ଏହା ସହ ୨ ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ବାଲେଶ୍ୱର ଜିଲ୍ଲା ଅବକାରୀ ଡ଼େପୁଟି କମିଶନର ଅଶୋକ କୁମାର ଶତପଥୀ ଓ ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ସୁଶାନ୍ତ ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ଅବକାରୀ ଉପନିରୀକ୍ଷକ ଦେବେନ୍ଦ୍ର କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୭ ଜଣିଆ ଟିମ୍ ରାଇବଣିଆ ଥାନା ଶାଳବଣି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ପଶ୍ଚିମବଙ୍ଗ ଧୂମସାହି ଅଞ୍ଚଳରୁ ଏକ ଟାଟା ଏସି ଚାରି ଚକିଆ ଗାଡ଼ି ଆସୁଥିବା ସମୟରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢାଉ ବେଳେ ଟାଟା ଏସିରୁ ୧୦ଟି ଜରି ବସ୍ତାରେ ୧୦ଟି ଟ୍ଵିବ୍‌ରୁ ଏକ ହଜାର ପଶ୍ଚିମବଙ୍ଗ ରନ୍ଧା ଦେଶୀ ମହୁଲି ମଦ ଜବତ ହୋଇଛି। ପ୍ରାୟ ଏକ ହଜାର ଲିଟର ଦେଶୀ ମଦ ଓ ମହିନ୍ଦ୍ରା ଟାଟା ଏସି ଗାଡି ଜବତ କରିବା ସହିତ ୨ ଜଣ ପଶ୍ଚିମବଙ୍ଗ ମଦ ବେପାରୀକୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ମଦ ବେପାରୀମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ହେମେନ୍ଦ୍ର ମାହତ ଓ ସଞ୍ଜିତ ମାହତ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!