Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବହୁଦିନରୁ ଚାଲିଥିବା ଚୋରା ଡିଜେଲ ବୋଝଇ ଟ୍ୟାଙ୍କର ସହିତ ୩ ଅଟକ

by ସଞ୍ଜୟ ସ୍ୱାଇଁ
August 8, 2021
in Crime, State
ବହୁଦିନରୁ ଚାଲିଥିବା ଚୋରା ଡିଜେଲ ବୋଝଇ ଟ୍ୟାଙ୍କର ସହିତ ୩ ଅଟକ
50
VIEWS
Share on FacebookShare on Twitter

ଆଠମଲ୍ଲିକ, (ବାଘୁଆବାର୍ତ୍ତା): ଆଠମଲ୍ଲିକ ମାଧପୁର ଅଞ୍ଚଳରେ ବହୁଦିନରୁ ଚାଲିଥିବା ଚୋରା ଡିଜେଲ ରାକେଟ କୁ ଆଜି ଧରିବାରେ ସଫଳ ହେଇଛି ଆଠମଲ୍ଲିକ ପୋଲିସ । ଆଠମଲ୍ଲିକ ର ଗଦାଧରପୁର ଗାଁ ନିକଟରେ ନୀଳକଣ୍ଠ ଫେବରିକେସନ ଗୁଜୁରାଟ ଗାଡି ନମ୍ବର ଜିଜେ୧୨ବିଏକ୍ସ୭୭୩୩ ରୁ ଚୋରା ଡିଜେଲ ବିକ୍ରି କରାଯାଉଥିଲା। ଏହି ସମୟରେ ଆଠମଲ୍ଲିକ ପୋଲିସ ଚଢ଼ାଉ କରି ୨୯ ହଜାର କ୍ଷମତା ବିଶିଷ୍ଟ ଟ୍ୟାଙ୍କର କୁ ଜବତ କରିଥିଲା । ଡିଜେଲ କିଣୁଥିବା ସ୍ଥାନୀୟ ବ୍ୟକ୍ତି ସମେତ ଟ୍ୟାଙ୍କର ଡ୍ରାଇଭର କୁ ମିଶାଇ ତିନି ଜଣ କୁ ଅଟକ ରଖିଛି । ଡିଜେଲ କେଉଁଠାରୁ ଆସିଥିଲା ତାର କିଛି ଦସ୍ତାବିଜ ଡ୍ରାଇଭର ଦେଖାଇ ପାରୁନଥିବାରୁ ଟ୍ୟାଙ୍କର ମାଲିକକୁ ଆଠମଲ୍ଲିକ ପୋଲିସ ତଦନ୍ତ ପାଇଁ ଡକାଇଥିବାର ଜଣାପଡିଛି । ଟ୍ୟାଙ୍କରରେ କେତେ ପରିମାଣ ରେ ଡିଜେଲ ଅଛି ତାହା ଜଣାପଡିନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!