Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକା ସହ ରଖିଲା ଶାରିରିକ ସଂପର୍କ, ବିବାହ ପାଇଁ କଥା ଦେଇଥିବା ଯୁବକ ତିନି ମାସର ଭୃଣକୁ ହତ୍ୟା କରି ଫେରାର

by ସଞ୍ଜୟ ସ୍ୱାଇଁ
July 29, 2021
in Crime, State
ପ୍ରେମିକା ସହ ରଖିଲା ଶାରିରିକ ସଂପର୍କ, ବିବାହ ପାଇଁ କଥା ଦେଇଥିବା ଯୁବକ ତିନି ମାସର ଭୃଣକୁ ହତ୍ୟା କରି ଫେରାର
127
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କଥା ଦେଇ ରଖିଲାନି କଥା । ସଂପର୍କରେ ଲାଗିଲା ପ୍ରତାରଣାର କଳାଛିଟା । ରାଜଧାନୀରେ ଆଉ ଏକ ଲଭ-ସେକ୍ସ-ଧୋକାର ଅଭିଯୋଗ । ପୋଲିସ କମିଶନରଙ୍କୁ ଖୋଦ୍‌ ପୀଡିତା କରିଛନ୍ତି ଅଭିଯୋଗ । ପ୍ରେମ କରି ସର୍ବସ୍ୱ ଲୁଟି ଥିବା ପ୍ରତାରକ ପ୍ରେମିକ ବିରୋଧରେ ହୋଇଛନ୍ତି ଫେରାଦ । ମାଗିଛନ୍ତି ନ୍ୟାୟ । ବିବାହ ପ୍ରତିଶୃତି ଦେଇ ପ୍ରେମିକ ଯୁବକ ରଖିଲା ଶାରିରୀକ ସଂପର୍କ । ସୁଖ ମେଣ୍ଟିଗଲା ପରେ ଦେଇଛି ଧୋକା । କେବଳ ସେତିକି ନୁହେଁ, ସାଂଘାତିକ ପ୍ରତାରଣା । ଅନ୍ତସ୍ୱତ୍ତା ପ୍ରେମିକାର ଗର୍ଭନଷ୍ଟର ଆସିଛି ଅଭିଯୋଗ । ପୀଡିତାଙ୍କ ଅଭିଯୋଗ ହେଲା, ପ୍ରେମ କରୁଥିବା ପ୍ରେମିକକୁ ସେ ପତ୍ନୀର ଅଧିକାର ମାଗିବା ପରେ ସବୁ କିଛି ବଦଳିଯାଇଛି । ବିବାହ ପାଇଁ କହିବାରୁ ତିନିମାସ ଭୃଣହତ୍ୟା କରି ଫେରାର ହୋଇଗାଲ ପ୍ରେମିକ । ଶେଷରେ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଏହି ଘଟଣା । ଯାହାକି ପୁରା ଅଞ୍ଚଳରେ ଚାଞ୍ଚଲ୍ୟର ବିଷୟ ପାଲଟିଛି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନର ଦେଖାସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ପ୍ରେମ ସଂପର୍କ ଆଳରେ ପ୍ରେମିକା ସହ ରଖିଲା ଶାରିରିକ ସଂପର୍କ । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଅନ୍ତସତ୍ବା କଲା ପ୍ରେମିକ । ଆଉ ଯେତେବେଳେ ଯୁବତୀ ଜଣଙ୍କ ବିବାହ ପାଇଁ କହିଥିଲା । ସେତେବେଳେ ଆରମ୍ଭ ହୋଇଥିଲା ଯୁବକ ଲମ୍ପଟ ପ୍ରକୃତି । ଏକଦା ବିବାହ ପାଇଁ କଥା ଦେଇଥିବା ଯୁବକ ଜଣଙ୍କ ତିନି ମାସର ଭୃଣକୁ ହତ୍ୟା କରି ଫେରାର ହୋଇଯାଇଛି । ଶେଷରେ ନ୍ୟାୟ ପାଇଁ କମିଶନରେଟ୍‌ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!