Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହଠାତ୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ମହିଳା

by ସଞ୍ଜୟ ସ୍ୱାଇଁ
July 29, 2021
in Crime, State
ହଠାତ୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ମହିଳା
159
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ୱାମୀଙ୍କ ସହ ବାପଘରକୁ ଯାଉଥିବା ବେଳେ ହଠାତ୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ମହିଳା । ଏପରି ଅସ୍ୱାଭାବିକ ଘଟଣା ଭୁବନେଶ୍ୱର କାରଗିଲ ବସ୍ତି ନିକଟରେ ଘଟିଛି। ମହିଳାଙ୍କ ମାନସିକ ଭାରସାମ୍ୟ ଠିକ୍‌ ରହୁ ନ ଥିବାରୁ ସେ ଏପରି କାଣ୍ଡ ଘଟାଇଥିବା ପରିବାର ଲୋକେ କହୁଥିବା ବେଳେ ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି । ଆଜି ମହିଳାଙ୍କୁ ତାଙ୍କ ସ୍ୱାମୀ କାର୍‌ରେ ବାପଘରକୁ ଛାଡ଼ିବାକୁ ନେଉଥିଲେ। ମାତ୍ର କାର୍‌ଟି ବାଟରେ ଅଟକି ଥିବା ବେଳେ ହଠାତ ଓହ୍ଲାଇ ଦୌଡିଥିଲେ ମହିଳା । ଏହାପରେ କାରଗିଲ ବସ୍ତି ନିକଟରେ ଟ୍ରେନ୍ ସାମ୍ନାକୁ ଡେଇଁ ପଡିଥିଲେ । ଏପରିକି କିଛି ଲୋକ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ପୁଲିସ୍‌ ମହିଳାଙ୍କ ସ୍ୱାମୀଙ୍କୁ ଏନେଇ ପଚରାଉଚରା କରୁଛି । ଏପଟେ ମୃତ ମହିଳାଙ୍କ ବାପାଙ୍କ କହିବାନୁଯାୟୀ, ଝିଅର ମାନସିକ ସ୍ଥିତି ଭଲ ନଥିଲା । ଆଜି ଜ୍ୱାଇଁ ଝିଅକୁ ଆମ ଘରେ ଛାଡ଼ିବାକୁ ଆଣୁଥିଲେ। ଝିଅର ମଝିରେ ମଝିରେ ମାନସିକ ସ୍ଥିତି ବିଗିଡ଼ିଯାଏ। ଆମ ଘରେ ଆସି ୮-୧୦ ଦିନ ରହି ଭଲ ହୋଇ ପୁଣି ଝିଅ ତା’ ଘରକୁ ଯାଏ। ହେଲେ ଆଜି ଆମ ଘରକୁ ଆସୁଥିବା ବେଳେ ବାଟରେ ଏପରି ଘଟଣା ଘଟିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!