ନୟାଗଡ (ବାଘଅୁ।ବାର୍ତ୍ତା ବ୍ୟୁରୋ): ନୟାଗଡ ବକ୍ଲ ଅନ୍ତଗର୍ତ ବଡପ଼ ଣ୍ଡସୁର ଗ୍ରାମ ପଞ୍ଚାୟତର ସୁନାଲଟିଠାରେ ନିର୍ମାଣ ହେବାକୁ ଥିବା କୁସୁମୀ ବ୍ୟାରେଜ ପାଇ ୨୦ କୋଟି ଟଙ୍କା ପଥ୍ର ମ ପର୍ଯ୍ୟ ।ୟରେ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ୨୦କୋଟି ଟଙ୍କା ବ୍ୟୟରେ ଅନୁଷ୍ଠତି ହେବାକ ଥବି । ଏହ ି ବ୍ୟାରେଜ ଦା୍ୱ ରା ୧୦ଟ ଗ୍ରାମ ପଞ୍ଚାୟତର ବହୁ ଚାଷୀ ଉପକୃତ ହେବାର ଜଣାପଡିଛି । ଏ ଅଞ୍ଚଳର କୃଷି ଓ କୃଷକର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗହ୍ର ଣ କରଛି ନ୍ତ ।ି ଏହ ି ପକ୍ର ଳ୍ପ ନମି ।ର୍ ଣ ହେବା ଦ୍ୱାରା ପ୍ରା ୟ ୧୦ହଜାରରୁ ଉଦ୍ଧ ର୍୍ୱ କଷୃ କ ଉପକତୃ ହେବେ । ଏହି ବ୍ୟାରେଜ ୍ ପାଇ ଁ ପଥ୍ର ମ କସ୍ତି େି ର ଟଙ୍କା ମଞ୍ଜୁର ହୋଇଥିବାରୁ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟମାନେ ରାଜ୍ୟ ସରକାର ତଥା ନୟାଗଡ ଼ ବିଧାୟକଙ୍କ ପଶ୍ରସା କରଛି ନ୍ତ ।
ପ୍ରକାଶଥାଉ କି ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଚିଠି ନଂ ୧୫୮୯୪ରେ ନୟାଗଡ଼ ଇରିଗେସନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଚିଠି ପେର୍ର ଣ କରଛି ନ୍ତ ।ି ଏଥେô ର କସୁ ୁମୀ ଇରିଗେସନ ପ୍ରକଳ୍ପ ପାଇଁ ପ୍ରଥମ କିସ୍ତିରେ ୨୦କୋଟି ଟଙ୍କା ମଞ୍ଜୁର କରଛି ନ୍ତ ।ି କସୁ ୁମୀ ଓ ଦଅୁ ।ଣ୍ଟ ନଦୀର ମିଶ୍ରଣ ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ଏହି ବ୍ୟାରେଜ ନିର୍ମାଣ ହେବା ଦ୍ୱାରା ଲାଠିପଡ଼ା, ଇକରି ,ି ଗମ୍ଭାରିଡହି ,ି ରାଜପାଟଣା, ବିରୁଡ଼ା, ଜହପ୍ନି ଦା, ବାଉଶଁ ଅି ।ପଡ଼ା, ବଡପଣ୍ଡୁସର ଓ ଇଟାମାଟି ଆଦି ଅଞ୍ଚଳର ଜମିଗୁଡିକ ଜଳସେଚିତ ହୋଇପାରିବ । ଏହ ି ପକ୍ର ଳ୍ପ ପାଇଁ ଖୁବ୍ଶୀଘ୍ର ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହେବ । ଏହି ଯୋଜନାରେ ଜମିର ତଳଭାଗରେ ପାଇପ୍ ଯୋଗେ କଷୃ କମାନଙ୍କର ଜମକି ୁ ପାଣି ଯୋଗାଇ ଦଅି ।ଯବି । ୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ବ୍ୟାରେଜ୍ ପାଇଁ ପଥ୍ର ମ କସ୍ତି େି ର ୨୦ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ।
ଡୁଆଣ୍ଟ ଓ କୁସୁମୀ ନଦୀର ମିଶ୍ରଣ ସ୍ଥଳରେ ଏକ ବିରାଟ ବ୍ୟାରେଜ୍ ନିର୍ମାଣ ହେବ । ବ୍ୟାରେଜ୍ ନିର୍ମାଣ ହେବା ଦ୍ୱାରା ପାଣିକୁ ଅଟକାଯାଇ କୃଷକମାନଙ୍କ ପାଇଁ ଭୂମି ତଳେ ପାଇପ ୍ ସଂଯୋଗରେ ଚାଷ ଜମିକୁ ଜଳସେଚତି କରାଯବି । ଏହାଦା୍ୱ ରା ଜଳର ସଂକଟ ଆଉ କୃଷକମାନଙ୍କ ଉପରେ ପଡବି ନାହ ।ିଁ ବହଦୁ ନି ଧରି ଏ ଅଞ୍ଚଳର ଜନସାଧାରଣ ଏକ ବ୍ୟାରେଜ ୍ ନମି ।ର୍ ଣ ପାଇ ଁ ଦାବି କରି ଆସଥୁ େô ଲ । ମଖୁ ୍ୟତଃ ଏହ ି ବ୍ୟାରେଜ୍ ନିର୍ମାଣ ଦ୍ୱାରା ଏ ଅଞ୍ଚଳରେ ପାଣିପାଇଁ ନିର୍ଭର କରୁଥିବା ଚାଷୀମାନେ ବିଭିନ୍ନ ଫସଲ କରିପାରିବେ, ପାଣି ଅଭାବ ଲାଗି ସମସ୍ତ ପ୍ରକାର ଫସଲ ଉକ୍ତ ଅଞ୍ଚଳମାନଙ୍କରେ ହୋଇପାରୁ ନଥିଲା । ଅନେକ ପାଣି ନଷ୍ଟ ହୋଇଯାଉଥିଲା । ଏହି ବ୍ୟାରେଜ୍ ନିର୍ମାଣ ହେବା ଦ୍ୱାରା ବର୍ଷସାରା ପାଣିର ଅଭାବ ଦେଖାଦେବ ନାହିଁ । ଶେଷରେ ରାଜ୍ୟ ସରକାର ଏହି କାର୍ଯ୍ୟ କ ୁ ହାତକ ୁ ନେଇଥôବ ।ର ୁ ରାଜ୍ୟ ସରକାର ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଇଛନ୍ତି ।





