Saturday, July 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ : କୁସୁମୀ ବ୍ୟାରେଜ ପାଇଁ ୨୦ କୋଟି ମଞ୍ଜୁର

by ସଞ୍ଜୟ ସ୍ୱାଇଁ
October 3, 2018
in Society
29
VIEWS
Share on FacebookShare on Twitter

ନୟାଗଡ (ବାଘଅୁ।ବାର୍ତ୍ତା ବ୍ୟୁରୋ): ନୟାଗଡ ବକ୍ଲ ଅନ୍ତଗର୍ତ ବଡପ଼ ଣ୍ଡସୁର ଗ୍ରାମ ପଞ୍ଚାୟତର ସୁନାଲଟିଠାରେ ନିର୍ମାଣ ହେବାକୁ ଥିବା କୁସୁମୀ ବ୍ୟାରେଜ  ପାଇ ୨୦ କୋଟି ଟଙ୍କା ପଥ୍ର ମ ପର୍ଯ୍ୟ ।ୟରେ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ୨୦କୋଟି ଟଙ୍କା ବ୍ୟୟରେ ଅନୁଷ୍ଠତି ହେବାକ  ଥବି । ଏହ ି ବ୍ୟାରେଜ  ଦା୍ୱ ରା ୧୦ଟ  ଗ୍ରାମ ପଞ୍ଚାୟତର ବହୁ ଚାଷୀ ଉପକୃତ ହେବାର ଜଣାପଡିଛି । ଏ ଅଞ୍ଚଳର କୃଷି ଓ କୃଷକର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗହ୍ର ଣ କରଛି ନ୍ତ ।ି ଏହ ି ପକ୍ର ଳ୍ପ ନମି ।ର୍ ଣ ହେବା ଦ୍ୱାରା ପ୍ରା ୟ ୧୦ହଜାରରୁ ଉଦ୍ଧ ର୍୍ୱ କଷୃ କ ଉପକତୃ ହେବେ । ଏହି ବ୍ୟାରେଜ ୍ ପାଇ ଁ ପଥ୍ର ମ କସ୍ତି େି ର ଟଙ୍କା ମଞ୍ଜୁର ହୋଇଥିବାରୁ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟମାନେ ରାଜ୍ୟ ସରକାର ତଥା ନୟାଗଡ ଼ ବିଧାୟକଙ୍କ ପଶ୍ରସା କରଛି ନ୍ତ ।

ପ୍ରକାଶଥାଉ କି ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଚିଠି ନଂ ୧୫୮୯୪ରେ ନୟାଗଡ଼ ଇରିଗେସନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଚିଠି ପେର୍ର ଣ କରଛି ନ୍ତ ।ି ଏଥେô ର କସୁ ୁମୀ ଇରିଗେସନ ପ୍ରକଳ୍ପ ପାଇଁ ପ୍ରଥମ କିସ୍ତିରେ ୨୦କୋଟି ଟଙ୍କା ମଞ୍ଜୁର କରଛି ନ୍ତ ।ି କସୁ ୁମୀ ଓ ଦଅୁ ।ଣ୍ଟ ନଦୀର ମିଶ୍ରଣ ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ଏହି ବ୍ୟାରେଜ ନିର୍ମାଣ ହେବା ଦ୍ୱାରା ଲାଠିପଡ଼ା, ଇକରି ,ି ଗମ୍ଭାରିଡହି ,ି ରାଜପାଟଣା, ବିରୁଡ଼ା, ଜହପ୍ନି ଦା, ବାଉଶଁ ଅି ।ପଡ଼ା, ବଡପଣ୍ଡୁସର ଓ ଇଟାମାଟି ଆଦି ଅଞ୍ଚଳର ଜମିଗୁଡିକ ଜଳସେଚିତ ହୋଇପାରିବ । ଏହ ି ପକ୍ର ଳ୍ପ ପାଇଁ ଖୁବ୍ଶୀଘ୍ର ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହେବ । ଏହି ଯୋଜନାରେ ଜମିର ତଳଭାଗରେ ପାଇପ୍ ଯୋଗେ କଷୃ କମାନଙ୍କର ଜମକି ୁ ପାଣି ଯୋଗାଇ ଦଅି ।ଯବି । ୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ବ୍ୟାରେଜ୍ ପାଇଁ ପଥ୍ର ମ କସ୍ତି େି ର ୨୦ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ।

ଡୁଆଣ୍ଟ ଓ କୁସୁମୀ ନଦୀର ମିଶ୍ରଣ ସ୍ଥଳରେ ଏକ ବିରାଟ ବ୍ୟାରେଜ୍ ନିର୍ମାଣ ହେବ । ବ୍ୟାରେଜ୍ ନିର୍ମାଣ ହେବା ଦ୍ୱାରା ପାଣିକୁ ଅଟକାଯାଇ କୃଷକମାନଙ୍କ ପାଇଁ ଭୂମି ତଳେ ପାଇପ ୍ ସଂଯୋଗରେ ଚାଷ ଜମିକୁ ଜଳସେଚତି କରାଯବି । ଏହାଦା୍ୱ ରା ଜଳର ସଂକଟ ଆଉ କୃଷକମାନଙ୍କ ଉପରେ ପଡବି ନାହ ।ିଁ ବହଦୁ ନି ଧରି ଏ ଅଞ୍ଚଳର ଜନସାଧାରଣ ଏକ ବ୍ୟାରେଜ ୍ ନମି ।ର୍ ଣ ପାଇ ଁ ଦାବି କରି ଆସଥୁ େô ଲ । ମଖୁ ୍ୟତଃ ଏହ ି ବ୍ୟାରେଜ୍ ନିର୍ମାଣ ଦ୍ୱାରା ଏ ଅଞ୍ଚଳରେ ପାଣିପାଇଁ ନିର୍ଭର କରୁଥିବା ଚାଷୀମାନେ ବିଭିନ୍ନ ଫସଲ କରିପାରିବେ, ପାଣି ଅଭାବ ଲାଗି ସମସ୍ତ ପ୍ରକାର ଫସଲ ଉକ୍ତ ଅଞ୍ଚଳମାନଙ୍କରେ ହୋଇପାରୁ ନଥିଲା । ଅନେକ ପାଣି ନଷ୍ଟ ହୋଇଯାଉଥିଲା । ଏହି ବ୍ୟାରେଜ୍ ନିର୍ମାଣ ହେବା ଦ୍ୱାରା ବର୍ଷସାରା ପାଣିର ଅଭାବ ଦେଖାଦେବ ନାହିଁ । ଶେଷରେ ରାଜ୍ୟ ସରକାର ଏହି କାର୍ଯ୍ୟ କ ୁ ହାତକ ୁ ନେଇଥôବ ।ର ୁ ରାଜ୍ୟ ସରକାର ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!