Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ ଚୋରର କଥାରେ ଥାନାରେ ଜମିଥିଲା ହସର ଆସର

by ସଞ୍ଜୟ ସ୍ୱାଇଁ
July 27, 2021
in Crime, State
ବାଇକ ଚୋରର କଥାରେ ଥାନାରେ ଜମିଥିଲା ହସର ଆସର
142
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ବାଇକ୍‌ ଚୋରି କରି ଚମ୍ପଟ ମାରିଲା ଚୋର । ମାମଲା ରୁଜୁ କରି ନାକେଦମ୍‌ ହେଲା ପୁଲିସ । ଦୀର୍ଘ ୧୫ ଦିନ କାଳ ଖୋଜିବା ପରେ ଚୋର ଧରାପଡିଲା । ଥାନାରେ ବସିଥିବାବେଳେ ବାଇକ ମାଲିକଙ୍କୁ ଦେଖି କହିଲା, ‘ଭାଇ ମୁଁ କ’ଣ ତମ ଗାଡିଟା ଫେରେଇ ଦେଇ ନଥାନ୍ତିଟ୍ଟ, ତମେ ଗୋଟେ କେଶ୍‌ଟେ କରିଦେଲଟ୍ଟ ।’ ଚୋରର ଏଭଳି ବିକଳ ଅବସ୍ଥା ଦେଖି କୁମ୍ଭାରପଡା ଥାନାରେ ହସର ଆସର ଜମିଥିଲା । ମିଳିଥିବା ଖବର ଅନୁଯାୟୀ, ଚୋର ଜଣକ ହେଲା ନରେନ୍ଦ୍ରକୋଣର ବିଜୁ ମହାନ୍ତି (୨୭) । ସେ ଶିଶିର ପାଢୀ ନାମକ ଜଣେ ବ୍ୟବସାୟୀଙ୍କ ବାଇକ ଚୋରି କରିଥିଲା । ପୁଲିସ କହିଛି ଯେ, ଜଣେ ମହିଳାଙ୍କୁ ବିଜୁ ମାଡ ମାରୁଥିବାବେଳେ ଶିଶିର ବୁଝାଇବାକୁ ଯାଇଥିଲେ । ଲୋକଙ୍କ ଭିଡ଼ ଜମିଯିବାରୁ ଶିଶିରଙ୍କ ବାଇକ ନେଇ ଘଟଣା ସ୍ଥଳରୁ ଖସି ପଳାଇଥିଲା ବିଜୁ । ବାଇକ ଚୋରି ସହିତ ମହିଳାଙ୍କୁ ଦୁଷ୍କର୍ମ ମାମଲା ମଧ୍ୟ ତା’ ନାଁରେ ରହିଛି ବୋଲି ଆଇଆଇସି ବିଚିତ୍ରାନନ୍ଦ ସେଠୀ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!