Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁଦୃଢ ହେବ ବିଜୁ ମହିଳା ଜନତା ଦଳ; ବିରଜା ଲକ୍ଷ୍ମୀ

by ସଞ୍ଜୟ ସ୍ୱାଇଁ
July 23, 2021
in Nayagarh, State
ସୁଦୃଢ ହେବ ବିଜୁ ମହିଳା ଜନତା ଦଳ; ବିରଜା ଲକ୍ଷ୍ମୀ
1.1k
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମହିଳା ଜନତା ଦଳକୁ ତୃଣମୂଳସ୍ତରରୁ ଅଧିକ ସୁଦୃଢ, କ୍ରିୟାଶୀଳ ତଥା ମଜବୁତ କରିବା ନିମନ୍ତେ ନବନିଯୁକ୍ତ ଜିଲ୍ଲା ସଭାପତି ବିରଜାଲକ୍ଷ୍ମୀ ସାହୁ ଆଜି ବ୍ଲକ ଏବଂ ଏନ.ଏ.ସି ସ୍ତରୀୟ ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଜିଲ୍ଲାର ୮ଟି ବ୍ଲକ, ୪ଟି ଏନ.ଏ.ସି ଏବଂ ଗୋଟିଏ ମ୍ୟୁନିସପାଲିଟି ପାଇଁ ସଭାପତି ଚୟନ କରାଯାଇଅଛି । ସୂଚନାନୁସାରେ ନୟାଗଡ଼ ମ୍ୟୁନିସିପାଲଟି ପୁଷ୍ପାଞ୍ଜଳି ମହାପାତ୍ର, ବ୍ଲକ ସୁମତି ପରିଡା, ଓଡ଼ଗାଁ ଏନ.ଏ.ସି ସୁନିତା ମହାପାତ୍ର, ବ୍ଲକ ନିବେଦିତା ଦାସ, ରଣପୁର ଏନ.ଏ.ସି ଜୟନ୍ତୀ ମହାରଣା, ବ୍ଲକ ନର୍ମଦା କୁମାରୀ ରାୟ, ଦଶପଲ୍ଲା ଏନ.ଏ.ସି ବବିତା ସାହୁ, ବ୍ଲକ ସୁନନ୍ଦା ସାହୁ, ଖଣ୍ଡପଡ଼ା ଏନ.ଏ.ସି ପ୍ରତିମା ପ୍ରଧାନ, ବ୍ଲକ ବୀଣାପାଣି ବେହେରା, ନୂଆଗାଁ ବ୍ଲକ ରୁନୁଵାଳା ମହାପାତ୍ର, ଗଣିଆ ବ୍ଲକ ବୈଜୟନ୍ତି ବେହେରା, ଭାପୁର ବ୍ଲକ ସାଇରୀନ୍ଧ୍ରି ସାହୁ ପ୍ରମୁଖ ନିଯୁକ୍ତ ହୋଇଛନ୍ତି । ନବନିଯୁକ୍ତ କର୍ମକର୍ତ୍ତାଗଣ ଜିଲ୍ଲା ସଭାପତି ବିରଜା ଲକ୍ଷ୍ମୀ ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!