Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫ୍ଲାଇଟ ଇନଷ୍ଟ୍ରକଟରଙ୍କ ମୃତ୍ୟୁ ଓ ଟ୍ରେନି ପାଇଲଟ୍ ଗୁରୁତର

by ସଞ୍ଜୟ ସ୍ୱାଇଁ
July 17, 2021
in Accident, State
ଫ୍ଲାଇଟ ଇନଷ୍ଟ୍ରକଟରଙ୍କ ମୃତ୍ୟୁ ଓ ଟ୍ରେନି ପାଇଲଟ୍ ଗୁରୁତର
152
VIEWS
Share on FacebookShare on Twitter

ଜଲଗାଓଁ, (ବାଘୁଆବାର୍ତ୍ତା): ମହାରାଷ୍ଟ୍ରର ଜଲଗାଓଁ ଅନ୍ତର୍ଗତ ଶିବାରାରେ ଶୁକ୍ରବାର ଅପରାହ୍ନରେ ଏକ ଏୟାରକ୍ରାପ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଫ୍ଲାଇଟ୍ ଇନଷ୍ଟ୍ରକ୍ଟରଙ୍କ ମୃତ୍ୟୁ ହୋଇଛି, ସେଭଳି ଜଣେ ମହିଳା ଟ୍ରେନି ପାଲଇଟ ଅଂଶିକା ଗୁର୍ଜର ଗୁରୁତର ଭାବରେ ଆହତ ହୋଇଛନ୍ତି। ଦୁର୍ଘଟଣା ବେଳେ ବିସ୍ଫୋରଣ ଶବ୍ଦ ଶୁଣି ଗାଁ ଲୋକ ପହଁଞ୍ଚି ମହିଳା ପାଇଲଟଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ଗାଁ ଲୋକଙ୍କ କହିବା ଅନୁସାରେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ଲାଇଟ ଇନଷ୍ଟ୍ରକଚରଙ୍କ ମୃତଦେହ ଏୟାରକ୍ରାଫ୍ଟରୁ ବାହାର କରାଯାଇଛି। ଦୁର୍ଘଟଣାର ସୂଚନା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସୋସିଆଲ ମିଡିଆ ଜରିଆରୁ ଜଣାପଡିଥିଲା। ସେ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହି ଏୟାରକ୍ରାଫ୍ଟ ପ୍ରାଇଭେଟ୍ ଏନ୍ଏମ୍‌ଆଇଏମସ୍ ଆଭିଏସନ୍ ଏକାଡେମୀର। ଏହି ଦୁର୍ଘଟଣାର ସୂଚନା ପାଇବା ପରେ ପ୍ରଶାସନ ଟିମ୍ ଫାୟାରବ୍ରିଗେଡ୍ ସହିତ ଘଟଣାସ୍ଥଳରେ ପହଁଞ୍ଚି ଯାଇଥିଲା। ଏହି ଅଞ୍ଚଳର ସତପୁଡା ରେଞ୍ଜର ହୋଇଥିବା ବେଳେ ଚାରିଆଡେ ଘନ ଜଙ୍ଗଲ ଥିବାରୁ ଏୟାରକ୍ରାଫ୍ଟର ଭଗ୍ନାବଶେଷକୁ ସଫା କରିବାରେ ସମସ୍ୟା ସୃଷ୍ଟି ହେଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!