Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝିଅ ବାହା ହେବାକୁ ମନା କରିବାରୁ ନିସ୍ତୁକ ମାଡ଼ ମାରିଲେ ବାପା ଓ ଭାଇ

by ସଞ୍ଜୟ ସ୍ୱାଇଁ
July 13, 2021
in Crime, State
ଝିଅ ବାହା ହେବାକୁ ମନା କରିବାରୁ ନିସ୍ତୁକ ମାଡ଼ ମାରିଲେ ବାପା ଓ ଭାଇ
168
VIEWS
Share on FacebookShare on Twitter

ବଡ଼ମାଳ, (ବାଘୁଆବାର୍ତ୍ତା): ନିଜ ଇଚ୍ଛା ଅନୁସାରେ ଯୋଗ୍ୟ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ବିବାହ ହେବା ସମସ୍ତଙ୍କ ଅଧିକାର ରହିଛି । ହେଲେ ବାହା ହେବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ନିସ୍ତୁକ ମାଡ଼ ମରାଯାଇଛି । ପୁଣି ବାପା ଓ ଭାଇ ମାଡ଼ ମାରିଛନ୍ତି । ସେମାନେ ଉଚ୍ଚଶିକ୍ଷିତ ତାଙ୍କ ଝିଅକୁ ମାଡ଼ ମାରି ଲହୁଲୁହାଣ କରି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଚକାମୁଣ୍ଡା ଗାଁରେ । ଚକାମୁଣ୍ଡା ଗାଁର ଶରତ ଝାଙ୍କରଙ୍କ ଝିଅ (୨୩)ଙ୍କ ବିବାହ ତାଙ୍କ ଇଚ୍ଛା ବିରୁଦ୍ଧରେ ସ୍ଥିର କରାଯାଉଥିଲା । ଭାଇ ଦେବେନ୍ଦ୍ର ଜୋରଜବରଦସ୍ତି ବିବାହ କରାଇବାକୁ ମସୁଧା ଚଳାଉଥିବା ବେଳେ ଯୁବତୀ ଏହାକୁ ବିରୋଧ କରିଥିଲେ । ସେ ନର୍ସିଂ ଟ୍ରେନିଂ କରିଥିବା ବେଳେ ଜଣେ ବେକାର ଯୁବକ ସହ ବାହା ହେବାକୁ ମନା କରିଥିଲେ । ଏହାକୁ ନେଇ ବାପା ଓ ଭାଇ ତାଙ୍କୁ ନିସ୍ତୁକ ପିଟି ଲହୁଲୁହାଣ କରି ପକାଇଥିଲେ । ଯୁବତୀ ଜଣକ ଏ ନେଇ ଚାରମାଳ ଥାନାରେ ବାପା ଓ ଭାଇ ବିରୋଧରେ ଅଭିଯୋଗ କରିଛନ୍ତି । ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବଡ଼ମାଳ ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!