Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟିକସ ଜମା କରିବାକୁ ଆଗେଇ ଆସିଲେ ୧୫ ପରିବାର

by ସଞ୍ଜୟ ସ୍ୱାଇଁ
July 7, 2021
in Feature News
ଟିକସ ଜମା କରିବାକୁ ଆଗେଇ ଆସିଲେ ୧୫ ପରିବାର
222
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ପୈାର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୯ ଅନ୍ତର୍ଗତ ଶିଶୁ ମନ୍ଦିର ପଛ ପାଶ୍ୱର୍ କଲୋନୀରେ ନୂତନ ଭାବେ ଘର ନିର୍ମାଣ କରି ରହୁଥିବା ୧୫ ଟି ପରିବାର ନିଜ ନିଜର ହୋଲଡିଂ ଟ୍ୟାକ୍ସ ଜମା କରିବାକୁ ଆଗେଇ ଆସିଛନ୍ତି । ସରସ୍ୱତୀ ବିହାରରେ ୧୦ ଜଣିଆ ଏକ ଉନ୍ନୟନ କମିଟି ଗଠନ କରାଯାଇଛି । ରାସ୍ତା, ବିଦ୍ୟୁତ, ଡ୍ରେନ, ପାନୀୟ ଜଳ ଓ ପରିମଳ ସେବା ଯୋଗାଇ ଦେବାକୁ ପୌର ନିର୍ବାହୀ ଅଧିକାରୀ ୱାର୍ଡ ଇନଚାର୍ଜ ଗଜେନ୍ଦ୍ର କୁମାର ମହାରଣା, ମା’ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ସମାଜ ସେବୀ ରଂଜନ ରଶ୍ମି ଜେନା, ପ୍ରସନ୍ନ ସ୍ୱାଇଁ ପ୍ରଦୀପ୍ତ ପଟ୍ଟନାୟକ, ଦେବେନ୍ଦ୍ର ଦାସ, ନବ କିଶୋର ମିଶ୍ର, ଚନ୍ଦ୍ର ଶେଖର ପରିଡା, ଦୁର୍ଯ୍ୟୋଧନ ପାଇକରାୟଙ୍କ ସନମତ ସମସ୍ତ ବାସିନ୍ଦା ଉପସ୍ଥିତ ଥିଲେ । ପିଡିଏସ କଲୋନୀରେ ଏକ ଉନ୍ନୟନ କମିଟି ଗଠନ କରାଯାଇଛି । ପୁଲିସ ଟ୍ରେନିଂ ସ୍କୁଲ ଅଧ୍ୟକ୍ଷ ଉବେଶ କୁମାର ନାୟକ, ୟୁନିୟନ ସଭାପତି ମନ ମୋହନ ପରିଡ଼ା, ସଂପାଦକ ବିଜୟ ବେହେରାଙ୍କ ସମେତ ଏକ ୧୦ ଜଣିଆ କମିଟି ଗଠନ କରାଯାଇଛି । ଘର ଘର ବୁଲି ନାଗରିକ ମାନଙ୍କ ଆପତ୍ତି, ଅଭିଯୋଗ ପୌରପାଳିକା ପକ୍ଷରୁ ଶୁଣାଯାଉଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!