Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩୭ ଗ୍ରାମ୍‌ ବ୍ରାଉନସୁଗର ଜବତ, ୨ ଗିରଫ

by ସଞ୍ଜୟ ସ୍ୱାଇଁ
July 3, 2021
in Crime, State
୩୭ ଗ୍ରାମ୍‌ ବ୍ରାଉନସୁଗର ଜବତ, ୨ ଗିରଫ
80
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): ଜଳେଶ୍ୱରରୁ ବ୍ରାଉନସୁଗାର ନେଇ ଶୁକ୍ରବାର ଜଣେ ଯୁବକ ଆମ୍ବୁଳିଅଠା-ସୋଲପଟା ରାସ୍ତାରେ ପଶ୍ଚିମବଙ୍ଗକୁ ଯାଉଥିଲା । ଏତିକିବେଳେ ଜଳେଶ୍ୱର ପୁଲିସ ହାତରେ ସେ ଧରାପଡିଥିଲା । ସଂପୃକ୍ତ ଯୁବକର ଘର ପଶ୍ଚିମବଙ୍ଗ ବୋଲି ଜଣାପଡ଼ିଛି । ତା ନିକଟରୁ ୨୦ ଗ୍ରାମର ବ୍ରାଉନସୁଗର ସହିତ ମୋଟର ସାଇକେଲ ଜବତ କରାଯାଇଥିଲା । ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ । ଏନେଇ ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁରଖିଛି । ସେହିପରି ଜଳେଶ୍ୱର ଆଇଆଇସି ପର୍ଶୁରାମ ସାହୁ ସଦଳବଳ ପୁରୁଣା ବ୍ରାଉନସୁଗର ବ୍ୟବସାୟୀ ରାଜପୁର ଗ୍ରାମର ସେକ୍‌ ସମୁ ଓ ଝାଡେଶ୍ୱରପୁର ଗ୍ରାମର ସେକ୍‌ ଲାଲବାବୁ ଘରେ ଚଢଉ କରିଥିଲେ । କିନ୍ତୁ ସଫଳତା ପାଇ ନ ଥିବା ବେଳେ କେତେକ ପୁରୁଣା ମୋବାଇଲ ଜବତ କରିଥିବା ଜଣାଯାଇଛି । ସେହିପରି ଜଳେଶ୍ୱର-ପଶ୍ଚିମବଙ୍ଗ ରାସ୍ତାର ସତ୍‌ସଙ୍ଗ ବିହାର ନିକଟରୁ ପୁଲିସ ଜଣେ ଯୁବକକୁ ଧରିବା ସହିତ ତା ନିକଟରୁ ୧୭ ଗ୍ରାମର ବ୍ରାଉନସୁଗର ଜବତ କରିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!