Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ଦୌଡରାଣୀଙ୍କୁ ମିଳିଲା ଅଲମ୍ପିକ୍ ଟିକେଟ୍

by ସଞ୍ଜୟ ସ୍ୱାଇଁ
June 30, 2021
in NATIONAL NEWS, Sports
ଦୁଇ ଦୌଡରାଣୀଙ୍କୁ ମିଳିଲା ଅଲମ୍ପିକ୍ ଟିକେଟ୍
51
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦୂତୀ ଚାନ୍ଦ ଏବଂ ଅନୁରାଣୀଙ୍କୁ ଚଳିତ ବର୍ଷ ଜାପାନ୍‌ର ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକ୍‌ ପାଇଁ ସୁଯୋଗ ମିଳିଛି । ବିଶ୍ୱମାନ୍ୟତା ଅନୁସାରେ ଏହି ଦୁଇ ଜଣଙ୍କୁ ଅଲମ୍ପିକ୍‌ ପାଇଁ ସୁଯୋଗ ମିଳିଛି । ଦୂତୀ ୧୦୦ ମିଟର ଏବଂ ୨୦୦ ମିଟର ଦୌଡରେ ଅଂଶ ଗ୍ରହଣ କରିପାରିବେ । ୧୦୦ ମିଟରରେ ୨୨ ସ୍ଥାନ ଖାଲି ଥିଲା । ୨୦୦ ମିଟରରେ ୧୫ ସ୍ଥାନ ଖାଲି ଥିବାରୁ ଦୂତୀଙ୍କୁ ଏହି ସୁଯୋଗ ମିଳିଛି । ଟୋକିଓ ଅଲମ୍ପିକ୍‌ ପାଇଁ ଜୁନ୍‌ ୨୯ ତାରିଖ ମଧ୍ୟରେ କ୍ୱାଲିଫାଏ କରିବା ପାଇଁ ଥିଲା । ମାତ୍ର ଏହା ପରେ ରାଙ୍କିଙ୍ଗ୍‌ ଆଧାରର ଦୂତୀ ଏବଂ ଅନୁରାଣୀଙ୍କୁ ସୁଯୋଗ ମିଳିଛି । କିଛି ଦିନ ତଳେ ମାତ୍ର ୦.୦୨ ସେକେଣ୍ଡ ପାଇଁ ଦୂତୀ ଯୋଗ୍ୟତା ପାଇବାରୁ ବଞ୍ଚିତ ହୋଇଥିଲେ। ଅଲମ୍ପିକ୍‌ ଯୋଗ୍ୟତା ପାଇଁ ୧୧.୧୫ ସେକେଣ୍ଡର ଆବଶ୍ୟକତା ରହୁଥିବା ବେଳେ ସେ ୧୧.୧୭ ସେକେଣ୍ଡରେ ଦୌଡ ପୂରଣ କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!