Sunday, August 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଜକୁ ସୁଦ୍ଧ କରି ଟିଏମସିକୁ ଫେରିଲେ ୨୦୦ ବିଜେପି କର୍ମୀ

by ସଞ୍ଜୟ ସ୍ୱାଇଁ
June 24, 2021
in Politics, State
ନିଜକୁ ସୁଦ୍ଧ କରି ଟିଏମସିକୁ ଫେରିଲେ ୨୦୦ ବିଜେପି କର୍ମୀ
319
VIEWS
Share on FacebookShare on Twitter

କୋଲକାତା, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର ଦଳକୁ ଫେରିଲେ ୨୦୦କର୍ମୀ । ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡି ଅନ୍ୟ ଦଳକୁ ଯାଇ ଯେଉଁ ଭୁଲ କରିଛନ୍ତି ତାର ପଶ୍ଚାତାପ ପାଇଁ ଆଜି ସେହିକର୍ମୀ ଘର ବାହୁଡା ହୋଇଛନ୍ତି । ଖାଲି ଘର ବାହୁଡା ନୁହେଁ ୨୦୦ବିଜେପି କର୍ମୀ ଲଣ୍ଡା ହୋଇ ଦେହରେ ଗଙ୍ଗାଜଳ ଢାଳି ହୋଇ ଦେହକୁ ସୁଦ୍ଧ କରି ଆଜି ବିଧିବଦ୍ଧ ଭାବେ ନିଜ ଦଳ ଟିଏମସିକୁ ଫେରିଛନ୍ତି । ଉକ୍ତ ନେତାମାନେ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଶତାଧିକ ବିଜେପି କର୍ମୀ ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ସେମାନେ ଟିଏମସି ଛାଡି ବିଜେପିରେ ମିଶିବା ସବୁଠାରୁ ବଡ଼ ଭୁଲ ଥିଲା । ଦଳକୁ ଫେରିଆସିଥିବା ସମସ୍ତ ନେତା ଓ କର୍ମୀମାନେ ଟିଏମସିକୁ ପ୍ରଶଂସା କରିବା ସହ ଅମରାବାଗ ସାଂସଦ ଅପରୂପା ପୋଦ୍ଦାରଙ୍କ ହାତକୁ ମଜଭୁତ୍ କରିଛନ୍ତି । ପ୍ରାୟ ୨୦୦ଶହ କର୍ମୀ ଓ ନେତା ଲଣ୍ଡା ହୋଇ ଗଙ୍ଗାଜଳ ଛିଞ୍ଚି ହୋଇ ଟିଏମସି ପତାକା ଧରିଥିଲେ ବୋଲି କହିଛନ୍ତି । ଯାହାରକି ଏକ ଫଟୋ ସାମ୍ନାକୁ ଆସିଛି । କେବଳ ହୁଗୁଳି ନୁହେଁ ବୀରଭୂମିର ୧୫୦ ବିଜେପି କର୍ମୀ ଟିଏମସିରେ ଆଜି ମିଶିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!