Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରକିୟା ପ୍ରୀତି ହେଲା କାଳ, ଶେଷରେ ଆତ୍ମହତ୍ୟା କଲେ ଯୁବକ

by ସଞ୍ଜୟ ସ୍ୱାଇଁ
June 21, 2021
in Crime, State
ପରକିୟା ପ୍ରୀତି ହେଲା କାଳ, ଶେଷରେ ଆତ୍ମହତ୍ୟା କଲେ ଯୁବକ
292
VIEWS
Share on FacebookShare on Twitter

ଶଗଡ଼ଘାଟ, (ବାଘୁଆବାର୍ତ୍ତା): ଟିଟିଲାଗଡ଼ ରେଳ ଷ୍ଟେସନରୁ ୫ କିଲୋମିଟର ଦୂର ତୁଳାଙ୍ଗ ଓଭରବ୍ରିଜରେ ଜଣେ ଯୁବକ ଆତ୍ମାହତ୍ୟା କରିଛନ୍ତି । ଯୁବକ ଜଣକ ମହୁଲପଡା ପଞ୍ଚାୟତ ଦେବେନ୍ଦ୍ର ଦାଶ ( ୩୬ ) ବୋଲି ଜଣାପଡ଼ିଛି । ଦେବେନ୍ଦ୍ର ପ୍ରଥମେ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ପୁଅ, ଗୋଟିଏ ଝିଅ ଥିଲେ । ସେ ତୁଳାଙ୍ଗ ଗାଁ ସ୍ଥିତ ଏଆରଏସଏସ କମ୍ପାନୀ କ୍ୟାମ୍ପରେ ଡ୍ରାଇଭର ଭାବରେ ଵୋଲେରୋ ଚଳାଉଥିଲେ । ସେହି ସମୟରେ ତୁଳାଙ୍ଗ ଗାଁର ଆଉ ଜଣେ ଝିଅକୁ ଭଲପାଇବା ପରେ ତାକୁ ନେଇଯାଇ ବିବାହ କରିଥିଲେ। ସେ ୫ ମାସର ଗର୍ଭବତୀ ଅଛନ୍ତି । ଏହାପରେ ଘରେ ଧିରେ ଧିରେ ଅଶାନ୍ତି ବଢିଲା ଓ କଳହ ସୃଷ୍ଟି ହେଲା । ସେ ହଠାତ ଆତ୍ମହତ୍ୟା କରିବାକୁ ମନ ସ୍ଥିର କରି ଏଆରଏସଏସ କମ୍ପାନୀ କେମ୍ପକୁ ନିତିଦିନ ଭଳି ଗାଡ଼ି ଚଳାଇବାକୁ ବାହାରି ଥିଲେ । ଟିଟିଲାଗଡ଼ରୁ ଏକ ମାଲବୋଝ ଟ୍ରେନ ବଲାଙ୍ଗୀର ଯାଉଥିବା ଦେଖି ସେ ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଇଛି । ସୂଚନା ପାଇ ବଲାଙ୍ଗୀର ଜିଆରପିଏଫ ପୋଲିସ ପହଞ୍ଚି ଶବ ବ୍ୟବଛେଦ କରି ପରିଜନକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!