Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନେପାଳୀ ଗଣମାଧ୍ୟମ ‘ସାଇନୋଫାର୍ମ’ ଟିକାର ଖରିଦ ମୂଲ୍ୟ ପ୍ରକାଶ କରିଦେବାରୁ ଚୀନ୍‌ କ୍ଷୁବ୍ଧ

by ସଞ୍ଜୟ ସ୍ୱାଇଁ
June 20, 2021
in Feature News
ନେପାଳୀ ଗଣମାଧ୍ୟମ ‘ସାଇନୋଫାର୍ମ’ ଟିକାର ଖରିଦ ମୂଲ୍ୟ ପ୍ରକାଶ କରିଦେବାରୁ ଚୀନ୍‌ କ୍ଷୁବ୍ଧ
164
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): କେତେକ ଆଞ୍ଚଳିକ ନେପାଳୀ ଗଣମାଧ୍ୟମ କୋଭିଡ୍‌-୧୯ ନିରୋଧୀ ଟିକା ‘ସାଇନୋଫାର୍ମ’ର ଖରିଦ ମୂଲ୍ୟ ପ୍ରକାଶ କରିଦେବା କାରଣରୁ କାଠମାଣ୍ଡୁ ଉପରେ ବେଜିଙ୍ଗ୍‌ ଉତ୍‌କ୍ଷିପ୍ତ ହୋଇଛି। ଚୀନ୍‌ ନେପାଳକୁ ଡୋଜ୍‌ପିଛା ୧୦ ଡଲାର୍‌ ମୂଲ୍ୟରେ ‘ସାଇନୋଫାର୍ମ’ ଟିକା ବିକ୍ରୟ କରୁଛି ବୋଲି ଆଞ୍ଚଳିକ ସେଠାକାର ଆଞ୍ଚଳିକ ଗଣମାଧ୍ୟମ ସବୁ ପ୍ରକାଶ କରିଛନ୍ତି। ପୂର୍ବ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ଟିକା ‘ସାଇନୋଫାର୍ମ’ ପାଇବା ଲାଗି ନେପାଳ ଚୀନା କମ୍ପାନି ସହିତ ଏକ ରାଜିନାମାରେ ସ୍ବାକ୍ଷର କରିଥିଲା। ଟିକାର ଖରିଦ ମୂଲ୍ୟ ପ୍ରଘଟ ନ କରିବା ପାଇଁ ଉକ୍ତ ରାଜିନାମାରେ ସର୍ତ୍ତ ରହିଥିଲା। କିନ୍ତୁ, ଏହି ରାଜିନାମାର ବୈଧ୍ୟତା ବିଷୟରେ ସାଧାରଣରେ ସନ୍ଦେହ ଉପୁଜିଥିଲା। ଉକ୍ତ ରାଜିନାମା ବଳବତ୍ତର ଥାଇ ସୁଦ୍ଧା ‘ଦି କାଠମାଣ୍ଡୁ ପୋଷ୍ଟ୍‌’ରେ ପ୍ରକାଶିତ ଆଲେଖ୍ୟରେ ‘ସାଇନୋଫାର୍ମ’ର ଖରିଦ ମୂଲ୍ୟ ଉଲ୍ଲେଖ କରାଯାଇଛି। ଡୋଜ୍‌ ପିଛା ୧୦ ଡଲାର୍‌ ବା ଟ. ୭୫୦/-ରେ ନେପାଳ ୪ ନିୟୁତ ଡୋଜ୍‌ ଚୀନ୍‌ର ‘ସାଇନୋଫାର୍ମ’ ଟିକା ଖରିଦ କରିଛି। ଅବଶ୍ୟ ଆଲେଖ୍ୟରେ ଉଲ୍ଲେଖ ଅଛି ଯେ, ଏହା ଟିକାର ଆନୁମାନିକ ଖରିଦ ମୂଲ୍ୟ। ରାଜିନାମା ଅନୁସାରେ ଏହାର ମୂଲ୍ୟ କେତେ ତାହା ଜଣାପଡ଼ିନାହିଁ। କିନ୍ତୁ, ଡୋଜ୍‌ପିଛା ୧୦ ଡଲାର୍‌ ହୋଇଥାଇ ପାରେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!