Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭଲ ପାଇଛୁ ବାହା ହେବୁ: ହାତାହାତି ହେଲେ ପ୍ରେମୀ ଯୁଗଳ

by ସଞ୍ଜୟ ସ୍ୱାଇଁ
June 4, 2021
in Feature News, State
ଭଲ ପାଇଛୁ ବାହା ହେବୁ: ହାତାହାତି ହେଲେ ପ୍ରେମୀ ଯୁଗଳ
302
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଇନ୍ଦିରାଗାନ୍ଧୀ ପାର୍କ(ଆଇଜି) ନିକଟରେ ଆଜି ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି । ଜଣେ ଯୁବତୀ ସେଠାରେ ତା’ର ପ୍ରେମିକ କହୁଛି, ଭଲ ପାଇଛୁ ମାନେ ବାହା ହେବୁ । ଉଭୟ ପ୍ରେମୀ ଯୁଗଳ ମଧ୍ୟ କଥା କଟାକଟିକୁ ନେଇ ବି ହାତାହାତି ହୋଇଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟ ପ୍ରେମୀ ଯୁଗଳକୁ ନେଇ ପଚରାଉଚରା କରୁଛି । ସୂଚନାନୁସାରେ, ରାଉଲକେଲା ଅଞ୍ଚଳର ରଂଜିତ୍ ନାୟକ ଭୁବନେଶ୍ୱର କଳିଙ୍ଗ ବିହାର ଅଞ୍ଚଳର ଯୁବତୀ ରୋଜାଲିନ ଗତବର୍ଷ ଅକ୍ଟୋବର ମାସରୁ ଉଭୟ ଉଭୟଙ୍କୁ ଭଲ ପାଇବସିଥିଲେ । ଭଲ ପାଇବା ଆଗକୁ ବଢିଥିଲା ଯେ, ଉଭୟଙ୍କ ମଧ୍ୟରେ ଲିଭ୍ ଇନ୍ ରିଲେସନସିପରେ ଥିଲେ । ରଂଜିତ୍ ପ୍ରେମିକା ରୋଜାଲିନକୁ ବିବାହର ପ୍ରତିଶୃତି ଦେଇ ବାରମ୍ବାର ହୋଟେଲ୍ ନୋ ରାତି କଟାଇବା ସହ ଶାରୀରିକ ସଂପର୍କ ରଖିଥିଲା । ପରେ ପ୍ରେମିକା ରୋଜାଲିନ୍ ପ୍ରେମିକ ରଂଜିତ ଘରକୁ ଯାଇ ବାରମ୍ବାର ହତାଶ ହୋଇଥିଲେ । ଫୋନ କରୁଥିଲେ ମଧ୍ୟ ପ୍ରେମିକାର ଫୋନ୍ କାଟି ଦେଉଥିଲା ପ୍ରେମିକ ରଂଜିତ୍ । ଶେଷରେ ରୋଜାଲିନ୍ ଅନ୍ୟ ନମ୍ବରରୁ ଫୋନ୍ କରି ଅନ୍ୟର ପରିଚୟ ଦେଇ ପ୍ରେମିକ ରଂଜିତକୁ ଆଜି ଆଇଜି ପାର୍କ ନିକଟକୁ ଡାକିଥିଲା । ଆଜି ପାର୍କ ନିକଟରେ ରଂଜିତ୍ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ପ୍ରେମର ହାଇ ଡ୍ରାମା । ଭଲ ପାଇଛୁ ମାନେ ଆଜି, ଏଇଠି ବାହା ହେବୁ, ଏଭଳି ଜିଦ୍ ଧରି ବସିଥିଲେ ପ୍ରେମିକା ରୋଜାଲିନ୍ । ଏହାକୁ କିନ୍ତୁ ପ୍ରେମିକ ରଂଜିତ୍ ମାନିବାକୁ ନାରାଜ୍ ଶେଷରେ ସେଠାରୁ ଖସି ଯିବାକୁ ବସିଥିବା ବେଳେ ଉଭୟଙ୍କ ମଧ୍ୟରେ ହାତାହାତି ଭଳି ପରିସ୍ଥିତ ସୃଷ୍ଟି ହୋଇଥିଲା । ଖବର ପାଇ କ୍ୟାପିଟାଲ ପୁଲିସ୍ ଉଭୟ ପ୍ରେମୀ ଯୁଗଳକୁ ଥାନାକୁ ନେଇଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!