Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା’ ପନିକିରେ କାଟିଲା ୯ ବର୍ଷ ଝିଅର ଗଳା

by ସଞ୍ଜୟ ସ୍ୱାଇଁ
June 3, 2021
in Crime, NATIONAL NEWS
ମା’ ପନିକିରେ କାଟିଲା ୯ ବର୍ଷ ଝିଅର ଗଳା
370
VIEWS
Share on FacebookShare on Twitter

କୋଲକାତା (ବାଘୁଆବାର୍ତ୍ତା) ସମାଜର ଦିଗ ଦିନକୁ ଦିନ ପରିବର୍ତ୍ତନ ହେବାକୁ ଲାଗିଛି । ନିଜେ ଜନ୍ମ ଦେଇଥିବା ମା’ କିପରି ନିଜ ଝିଅର ଗଳା କାଟି ହତ୍ୟା କରିଛି ଏହା ସମସ୍ତଙ୍କୁ ଚକିତ କରିଛି । ପନିକିରେ ନାବାଳିକା ଝିଅର ଗଳା କାଟି ହତ୍ୟା କଲା ମା’ । ପୂର୍ବ ମେଦିନୀପୁର କେଜୁରି ଥାନା ବିଦ୍ୟାପୀଠ ମୋଡ୍‌ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ମା’ ନିଜେ ବଜାରରେ ଚିଲ୍ଲାଇ କହିଥିଲା ଯେ, ସେ ତାର ଝିଅକୁ ହତ୍ୟା କରିଛି । ଲୋକେ ଯାଇ ତାର ଘରେ ଦେଖିଥିଲେ ୯ ବର୍ଷର ଝିଅର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇପଡିଛି । ମୃତଦେହ ରକ୍ତାକ୍ତ ଅବସ୍ଥାରେ ବିଛଣାରେ ପଡିଥିଲା । ପୁଲିସ ଅଭିଯୁକ୍ତ ମହିଳା ସାଗରିକା ପାତ୍ରକୁ ଅଟକ ରଖିଛି । ସାଗରିକାଙ୍କ ସ୍ୱାମୀ ବିଶ୍ୱଜିତ୍‌ ପାତ୍ର ମୋବାଇଲ୍‌ ରିପ୍ୟାରିଂ କରନ୍ତି । ତାଙ୍କର ୯ ବର୍ଷର ଝିଅ ମାନସିକ ବିକୃତ ଥିଲା ବୋଲି ଅଞ୍ଚଳବାସୀ କହିଛନ୍ତି ।ତେବେ ଝିଅକୁ ହତ୍ୟା ପଛର କାରଣ କଣ ପୁଲିସ ଜାଣିବାକୁ ଚାହିଁଛି । ଏନେଇ ଜୋରଦାର ତଦନ୍ତ କରୁଛି ପୁଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!