Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଣିଷକୁ ହତ୍ୟା କଲା ରୋବୋଟ୍

by ସଞ୍ଜୟ ସ୍ୱାଇଁ
May 31, 2021
in NATIONAL NEWS
ମଣିଷକୁ ହତ୍ୟା କଲା ରୋବୋଟ୍
184
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମଣିଷକୁ ହତ୍ୟା କରିଛି ରୋବୋଟ୍ । ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ । ବର୍ତ୍ତମାନ ପରିସ୍ଥିତିରେ ମନୁଷ୍ୟଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଠିଆ ହୋଇପାରନ୍ତି ଯୁଦ୍ଧ ରୋବୋଟ୍ । ଆଫ୍ରିକାର ଅଶାନ୍ତ ଦେଶ ଲିବିଆରେ କିଲର ରୋବୋଟ୍ ତାର ପ୍ରଥମ ହତ୍ୟା କରିଛି । ତାହା ପୁଣି ମଣିଷର ବିନା ନିୟନ୍ତ୍ରଣରେ । ସୂଚନାନୁସାରେ, ଏକ ସ୍ୱାଧିନ କିଲର ଡ୍ରୋନ୍ ଲିବିଆରେ ବିନା କୌଣସଣି ମନୁଷ୍ୟର ନିୟନ୍ତ୍ରଣରେ ତାର ଶିକାର ଖୋଜି ହତ୍ୟା କରିଛି । ୨୦୧୯ରେ ଜାତିସଂଘରେ କିଲର ରୋବୋଟକୁ ନେଇ ଏକ ପ୍ରସ୍ତାବ ଉପସ୍ଥାପନା ହୋଇଥିଲା । ତୀବ୍ର ବିରୋଧ ହେବାରୁ ୨୦୨୦ରେ ଭୋଟିଂ କରାଯାଇ ଏହାକୁ ଖାରଜ୍ କରାଯାଇଥିଲା । ୨୦୨୧ ମାର୍ଚ୍ଚ ମାସରେ ଜାତିସଂଘରୁ ଆସିଥିବା ଏକ ରିପୋର୍ଟ ରେ, ୨୦୨୦ରେ ଲିବିଆରେ କାର୍ଗୋ-୨ ନାମକ ଏକ କିଲର ଡ୍ରୋନ୍ ହତ୍ୟା କରିଛି । ଡ୍ରୋନକୁ ତୁର୍କିସ୍ ମିଲିଟ୍ରି ଟେକ୍ନୋଲୋଜି କଂପାନୀ ଏସଟିଏମ୍ ନିର୍ମାଣ କରିଛି । ଏହି ରୋବୋଟ୍ ନିଜ ଶିକାର ନିଜେ ଖୋଜି ହତ୍ୟା କରିଥାଏ । ରୋବୋଟ୍ ଡ୍ରୋନ ଜଣେ ମିଲିଟ୍ରି କମାଣ୍ଡରଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!