Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଆଇନ ଗୋରୁ ଚାଲାଣ, ୧୭ ଗିରଫ

by ସଞ୍ଜୟ ସ୍ୱାଇଁ
May 31, 2021
in Crime, State
ବେଆଇନ ଗୋରୁ ଚାଲାଣ, ୧୭ ଗିରଫ
150
VIEWS
Share on FacebookShare on Twitter

ତେଲକୋଇ (ବାଘୁଆବାର୍ତ୍ତା): ଲକଡାଉନ ସମୟରେ ବି ଚାଲିଛି ଗୋରୁ ବେପାର । ବେଆଇନ ଗୋରୁ ଚାଲାଣ ବେଳେ ୭ ପିକଅପ୍ ଭ୍ୟାନ୍ ସହ ୧୭ ଗିରଫ । ରବିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ତେଲକୋଇ ପୋଲିସ ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରିଛି । ୬୧ ଗୋରୁଙ୍କୁ ଉଦ୍ଧାର କରିବା ସହ ୧୭ ଜଣଙ୍କୁ ଗିରଫ କରିଛି । ଦୁଇଟି ଗାଈର ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ରବିବାର ରାତି ସମୟରେ ତେଲକୋଇ ବଜାରରେ ଚେକିଂ ଚାଲିଥିବା ବେଳେ ପିକଅପ୍ ଭ୍ୟାନଗୁଡିକ ତେଲକୋଇ ଦେଇ ଯାଉଥିବାବେଳେ ଅଟକାଇ ଥିଲା ପୋଲିସ । ଗାଡି ଭିତରେ ଗୋରୁଗୁଡିକର ଗୋଡକୁ ବନ୍ଧା ଅବସ୍ଥାରେ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲା । ତାପରେ ଗାଡି ସହ ଗୋରୁଗୁଡିକୁ ଉଦ୍ଧାର କରି ନିଜ ହେପାଜତରେ ରଖିଛି ପୋଲିସ । ଏହାସହିତ ୭ଟି ପିକଅପ୍ ଭ୍ୟାନ୍ ସହ ୭ ଜଣ ଡ୍ରାଇଭରଙ୍କ ସହ ଅନ୍ୟ ୧୦ ଜଣ ଗୋରୁ ବେପାରୀଙ୍କୁ ଗିରଫ କରିଛି ପୋଲିସ । ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁରୁ ମୟୂରଭଞ୍ଜ ଜିଲ୍ଲାର ହାଟବାଦଲାକୁ ଗୋଚାଲାଣ ହେଉଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!