Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିପୁଳ ପରିମାଣର କାଠ ଜବତ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
May 29, 2021
in Feature News, Nayagarh
ବିପୁଳ ପରିମାଣର କାଠ ଜବତ, ଜଣେ ଗିରଫ
510
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବନାଞ୍ଚଳରୁ ଦୁଇଟି ସ୍ଥାନରୁ ବିପୁଳ ପରିମାଣର କାଠ, ଏକ ଅଟୋ ଜବତ କରାଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ବୋଦାପଡ଼ା ଗ୍ରାମରେ ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବନକର୍ମଚାରୀମାନେ ଗ୍ରାମରେ ଚଢ଼ାଉ କରି ଏକ ଭଙ୍ଗା ଘର ଭିତରୁ ଶାଗୁଆନ ଗଣ୍ଡି ଜବତ କରିଛନ୍ତି । ଉକ୍ତ ସ୍ଥାନରୁ ୨୩ଟି ଶାଗୁଆନ କାଠ ଗଣ୍ଡି ଜବତ କରିଛନ୍ତି । ଜବତ କାଠର ପରିମାଣ ୫୦ ହଜାରରୁ ଉଦ୍ଧ୍ୱର୍ ହେବ ବୋଲି ସୂଚନା ମିଳିଛି । ସେହିଭଳି ଭାବେ ଆଜି ମାଛିପଡ଼ାରୁ ଗ୍ରାମରୁ ବାହାରକୁ ଏକ ଅଟୋ ସାହାର୍ଯ୍ୟରେ ଶାଳ କାଠ ଚାଲାଣ ହେଉଥିଲା । ନୟାଗଡ଼ ସଦରଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ପ୍ରେଟୋଲିଂ ସମୟରେ ଉକ୍ତ ଅଟୋକୁ ଲେଙ୍କୁଡ଼ିପଡ଼ା ଛକରୁ ଜବତ କରି ବନବିଭାଗକୁ ହସ୍ତାନ୍ତର କରିଥିଲେ । ଉକ୍ତ ଅଟୋ ସହ ୫ ସିଫ୍ଟି ଶାଳ ସାଇଜ ଜବତ କରା ଯାଇଥିବା ସୂଚନା ମିଳିଛି । ବନବିଭାଗ ବେଆଇନ କାଠ ଚାଲାଣ ଅଭିଯୋଗରେ ମାଛିପଡ଼ା ଗ୍ରାମର ବସନ୍ତ ବାରିକଙ୍କ ପୁଅ ବିଜୟ ବାରିକକୁ ଗିରଫ କରିଥିବା ସୂଚନା ମିଳିଛି । ଚଢ଼ାଉରେ ସଦର ବନପାଳ ମନୋଜ ପ୍ରଭାକର ସାହୁ, ଖେଡ଼ପଡ଼ା ବନପାଳ ସୁମିତ୍ରା ମିଶ୍ର ଏବଂ ବନରକ୍ଷୀ ପ୍ରଫୁଲ ପ୍ରଧାନ, ବିଶ୍ୱଜିତ ସାମନ୍ତରାୟ, ଗୋପିନାଥ ମଲ୍ଲିକ, ଲିଲି ବାରିକ ପ୍ରମୂଖ ସାମିଲ ଥିବା ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!