Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୬ ଥର ଅପରେସନ୍ ପରେ ମଧ୍ୟ ପିଛା ଛାଡୁନି ବ୍ଲାକ୍ ପଙ୍ଗସ୍

by ସଞ୍ଜୟ ସ୍ୱାଇଁ
May 26, 2021
in NATIONAL NEWS
୬ ଥର ଅପରେସନ୍ ପରେ ମଧ୍ୟ ପିଛା ଛାଡୁନି ବ୍ଲାକ୍ ପଙ୍ଗସ୍
297
VIEWS
Share on FacebookShare on Twitter

ଗୁଜୁରାଟ, (ବାଘୁଆବାର୍ତ୍ତା): ମହାମାରୀ କରୋନା ସଂକ୍ରମଣରେ ସମସ୍ତ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ବ୍ଲାକ୍ ପଙ୍ଗସ୍ ଚିନ୍ତା ବଢାଇଛି । ଏମିତି ଜଣେ ରୋଗୀ ଅଛନ୍ତି ଯିଏ କି କରୋନାରେ ସଂକ୍ରମିତ ହୋଇ ଚିକିତ୍ସା ହୋଇ ସୁସ୍ଥ ହୋଇଥିଲେ ମଧ୍ୟ ବ୍ଲାକ୍ ପଙ୍ଗସ୍ ତାଙ୍କ ପିଛା ଛାଡୁନଥିବା ଜଣାପଡିଛି । ବ୍ଲାକ୍ ପଙ୍ଗସ୍ ରୁ ଆରୋଗ୍ୟ ହେବା ପାଇଁ ୬ ଥର ଅପରେସନ୍ କରିଥିଲେ ମଧ୍ୟ ସୁସ୍ଥ ହେବାର ନା ଗନ୍ଧ ନାହିଁ । ୫ମାସ ଧରି ରୋଗରେ ପିଡିତ ହୋଇ ବ୍ଲାକ୍ ପଙ୍ଗସ୍ ସହ ଜୀବନ ଜିଇବାର ସଂଘର୍ଷ କରୁଛନ୍ତି ଗୁଜୁରାଟ ରାଜକୋଟ ଅଞ୍ଚଳର ବିମଲ ଦୋଷୀ । ସୂଚନାନୁସାରେ, ବିମଲ ଦୋଷୀଙ୍କୁ ନଭେମ୍ବର ମାସରେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ । କରୋନାରୁ ସୁସ୍ଥ ହେବା ପରେ ଅକ୍ସିଜେନ୍ ସ୍ତର କମିଥିଲା । ଅକ୍ସିଜେନ୍ ଦେବା ସହ ଷ୍ଟେରଏଡ ବି ଦିଆଯାଇଥିଲା । ସେଥିପାଇଁ ତାଙ୍କ ନାକରୁ ବ୍ଲାକ୍ ପଙ୍ଗସ୍ ଚିହ୍ନଟ ହୋଇଥିଲା । ସେଥିପାଇଁ ତାଙ୍କ ନାକ, ଆଖି ଅପରେସନ୍ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ହେଲେ ଇନଫେକ୍ସନ୍ ନ କମିବାରୁ ମସ୍କିକରେ ଅପରେସନ୍ କରାଗଯାଇଥିଲା । ଏମିତି ବାରମ୍ବାର ସର୍ଜରୀ ହେବା ଦ୍ୱାରା ରୋଗ କମୁନଥିବା ବେଳେ ଆହୁରୀ ଅପରେସନ୍ ହେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ହେଲେ ଅପରେସନ୍ କରି କରି ବିମଲଙ୍କ ପାଖରେ ଯାହା ଅର୍ଥ ଥିଲା ସବୁ ଶେଷ ହୋଇଗଲାଣି । ବିମଲଙ୍କ ପତ୍ନୀ କହିବାନୁସାରେ, ବିମଲଙ୍କୁ ମ୍ୟୁୁକୋର ମାଇକ୍ସ ସହ ଫାଇଟ୍ କରିବା ପାଇଁ ୩୯ଟି ଇଞ୍ଜେକସନ୍ ଦିଆଯାଇଛି । ୬ଥର ଅପରେସନ ସରିଲାଣି ତଥାପି ବ୍ଲାକ୍ ପଙ୍ଗସ୍ ପିଛା ଛାଡୁନି । ଆଉ ଥରେ ଅପରେସନ୍ କରାଯିବ ସେଥିପାଇଁ ୧୦ରୁ ୧୫ଲକ୍ଷ ଅର୍ଥ ଲାଗିବ ବୋଲି ଚାନ୍ଦନୀ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!