Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଇଡ ବୋଝେଇ ଟ୍ରକରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

by ସଞ୍ଜୟ ସ୍ୱାଇଁ
May 22, 2021
in State
ପଇଡ ବୋଝେଇ ଟ୍ରକରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
274
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ପଇଡ ବୋଝେଇ ଟ୍ରକ୍ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଗାଡ଼ି ଚେକିଂରୁ ଧରା ପଡିଲା ଚୋରା ଚାଲାଣ ଗୁମର କଥା । ଚେକିଂ ସମୟରେ ପଇଡ ବୋଝେଇ ଟ୍ରକରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ୍ କରିଛି ପୁଲିସ୍ । ଏଭଳି ଘଟଣା ଘଟିଛି ନନ୍ଦପୁର ଥାନା ଅଞ୍ଚଳରେ । ସୂଚନାନୁସାରେ, କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପୁଲିସ୍ ବ୍ଲକ୍ ଛକରେ ଚେକିଂ କରୁଥିବା ବେଳେ ଦ୍ରୁତ ଗତିରେ ଏକ ଟ୍ରକ ଆସୁଥିବା ଦେଖି ଅଟକାଇ ଥିଲେ । ଟ୍ରକ୍ ଅଟକାଇ ପୁଲିସ୍ ତନଖି କରିବା ପରେ ପଇଡ ଭର୍ତ୍ତି ହୋଇଥିବା ଦେଖିବା ପରେ ପୁଲିସ ପଇଡ କିଛି ବାହାର କରିଥିଲା । କିଛି ପଇଡ ବାହାରି ପରେ ପ୍ୟାକେଟ୍ ସବୁ ଦେଖି ବାହାର କରି ଦେଖିଲା ବେଳକୁ ଗଞ୍ଜେଇ ଦେଖି ଥାନାକୁ ନେଇ ଟ୍ରକରୁ ସବୁ ପଇଡ ଖାଲି କରିଥିଲା । ଉପରେ ପଇଡ ରଖି ଭିତରେ ଗଞ୍ଜେଇ ପ୍ୟାକେଟ୍ ସବୁ ପୁଲିସ୍ ଜବତ କରିଛି । ଟ୍ରକରୁ ୪କ୍ୱିଣ୍ଟାଲ ୫୬କେଜି ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ୍ କରିଛି ପଚରାଉଚରା ଆରମ୍ଭ କରିଛି । ପୁଲିସର ପ୍ରାଥମିକ ତଦନ୍ତରୁ ଉକ୍ତ ଗଞ୍ଜେଇ ସବୁ କୋଟାପୁଟ ପାଡୁଆରୁ ଲୋଡ ହୋଇ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!