Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜେଲରୁ ରେଲିଂ କାଟି ୧୩ କଏଦୀ ଫେରାର, ସମସ୍ତେ କରୋନା ପଜେଟିଭ

by ସଞ୍ଜୟ ସ୍ୱାଇଁ
May 9, 2021
in Crime, NATIONAL NEWS
ଜେଲରୁ ରେଲିଂ କାଟି ୧୩ କଏଦୀ ଫେରାର, ସମସ୍ତେ କରୋନା ପଜେଟିଭ
171
VIEWS
Share on FacebookShare on Twitter

ହରିୟାଣା (ବାଘୁଆବାର୍ତ୍ତା): ହରିୟାଣାର ରେୱାଡି ଜେଲରୁ ୧୩ କଏଦୀ ଫେରାର । ରେଲିଂ କାଟି ଏହି କଏଦୀମାନେ ଫେରାର ହୋଇଯାଇଛନ୍ତି । ଫେରାର ହୋଇଥିବା ସମସ୍ତ କଏଦୀ କରୋନା ସଂକ୍ରମିତ ହୋଇଥିଲେ । ପୁଲିସ ଏବେ ସମସ୍ତ ଫେରାର କଏଦୀଙ୍କୁ ଖୋଜୁଛି । ରେୱାଡି ଜେଲରେ କିଛି ଦିନ ତଳେ ଏହି ସମସ୍ତ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କୁ ଏକ ସେଲରେ ରଖି ଚିକିତ୍ସା କରାଯାଉଥିଲା । ଏହି ସମସ୍ତ କଏଦୀ ରେଲିଂ କାଟି ଫେରାର ହୋଇଯାଇଛନ୍ତି । ଏହି ସମସ୍ତ କଏଦୀ ଗମ୍ଭୀର ଅପରାଧ ମାମଲାରେ ସଜା କାଟୁଥିଲେ । ଏହି କଏଦୀମାନେ ହତ୍ୟା, ବଳତ୍କାର, ଅପହରଣ ଭଳି ଗମ୍ଭୀର ଅପରାଧ ମାମଲାରେ ସଜା କାଟୁଥିଲେ । ପୁଲିସର ଏକ ଟିମ ଏହି କଏଦୀମାନଙ୍କୁ ତଲାଶ କରୁଛି । ଗୋଟିଏ ପଟେ ହରିୟାଣାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ କରୋନା ପଜିଟିଭ କଏଦୀ ଫେରାର ହୋଇଯାଇଥିବାରୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!