Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାହାଘର ଶୋଭାଯାତ୍ରାରେ ଦୁର୍ଘଟଣା: ବାଣଫୁଟି ଆଖି ନଷ୍ଟ

by ସଞ୍ଜୟ ସ୍ୱାଇଁ
May 7, 2021
in Accident, State
ବାହାଘର ଶୋଭାଯାତ୍ରାରେ ଦୁର୍ଘଟଣା: ବାଣଫୁଟି ଆଖି ନଷ୍ଟ
338
VIEWS
Share on FacebookShare on Twitter

ଭଦ୍ରକ (ବାଘୁଆବାର୍ତ୍ତା): ବାହାଘର ଉତ୍ସବରେ ବାଣ ଫୁଟିବା ବେଳେ ବାଟରେ ଯାଉଥିବା ପଥଚାରୀଙ୍କ ପାଇଁ ମହଙ୍ଗା ପଡିଛି । ବାଣ ଫୁଟି ଆଖିରେ ପଡିବାରୁ ଆଖି ନଷ୍ଟ ହୋଇ ଯାଇଛି । କେବଳ ଏତିକି ନୁହେଁ ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କରୋନା କଟକଣା ସମୟରେ ଶୋଭାଯାତ୍ରା ଉପରେ କଟକଣା ଲାଗୁଥିବା ବେଳେ କେଉଁ ପରିସ୍ଥିତିରେ ଶୋଭାଯାତ୍ରା ସହ ବାଣ ଫୁଟିଲା ତାକୁ ନେଇ ପ୍ରଶ୍ନ ଉଠିଛି । ସୂଚନାନୁସାରେ, ପୁରୁଣାବଜାର ଥାନା ଅନନ୍ତର୍ଗତ ଲାହାପଟିଠାରେ ଏକ ବାହାଘର ବରଯାତ୍ରୀ ଶୋଭାଯାତ୍ରାରେ ବାହାରିଥିଲା । ଏହି ବାହାଘର ଉତ୍ସବରେ ରାସ୍ତା କଡରେ ବାଣ ଫୁଟାଯାଉଥିଲା । ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଯୁବକ ଜଣଙ୍କ ଗୁରୁତର ହୋଇଯାଇଥିଲେ । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ପରେ କଟକ ମେଡିକାଲ ରେଫର କରାଯାଇଥିବା ସୂଚନା ମିଳିଛି । ଯୁବକ ଆଖିରେ ବାଣ ଫୁଟି ଥିବାରୁ, ତାଙ୍କ ଆଖି ନଷ୍ଟ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏନେଇ ଗୁରୁତର ଯୁବକଙ୍କ ଦାଦା ପୁରୁଣା ବଜାର ଥାନାରେ ଅଭିଯୋଗ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!