Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୩ କୋଟି ଭାରତୀୟଙ୍କୁ ଗରିବ କଲାଣି ମହାମାରୀ, କାଙ୍ଗାଳ କରିଦେଲା କରୋନା

by ସଞ୍ଜୟ ସ୍ୱାଇଁ
May 6, 2021
in NATIONAL NEWS
୨୩ କୋଟି ଭାରତୀୟଙ୍କୁ ଗରିବ କଲାଣି ମହାମାରୀ, କାଙ୍ଗାଳ କରିଦେଲା କରୋନା
164
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କୋଭିଡ ସଂକ୍ରମଣ ଆରମ୍ଭ ହେବାର ବର୍ଷକ ମଧ୍ୟରେ ପ୍ରାୟ ୨୩ କୋଟି ଭାରତୀୟ ଗରିବ ହୋଇସାରିଲାଣି । ଏହି ସମୟରେ ସହରାଞ୍ଚଳ ଦାରିଦ୍ର୍ୟ ହାର ୨୦% ବଢ଼ିଥିବା ବେଳେ ଗ୍ରାମାଞ୍ଚଳରେ ଏହା ୧୫% ବୃଦ୍ଧି ପାଇଛି । ଆଜି ପ୍ରେମଜି ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ ଏହା କୁହାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ କୋଭିଡ-୧୯ର ମୁକାବିଲା ପାଇଁ ଲକଡାଉନ ଲାଗୁ କରାଯାଇଛି । ଏହାଦ୍ୱାରା ଯାତାୟତ ପ୍ରଭାବିତ ହେବାରୁ ଲୋକଙ୍କ ଆୟ ହ୍ରାସ ପାଇଛି । ସର୍ବୋପରି ଅର୍ଥନୈତିକ କାର୍ଯ୍ୟକଳାପ ସଂକୁଚିତ ହୋଇଛି । ଯାତାୟତ ୧୦% ହ୍ରାସ ପାଇବା ଯୋଗୁ ଆୟ ୭.୫ % ସଂକୁଚିତ ହୋଇଛି । ଶ୍ରମ ବଜାର ବାବଦରେ ରିପୋର୍ଟ କହିଛି ଯେ ୨୦୨୦ ଶେଷସୁଦ୍ଧା ପ୍ରାୟ୧.୫ କୋଟି ଶ୍ରମିକ ଜୀବିକା ହରାଇ ବସିଛନ୍ତି । ପାରିବାରିକ ଆୟ ମଧ୍ୟ ଅନେକାଂଶରେ ପ୍ରଭାବିତ ହୋଇଛି । ୨୦୨୦ ଅକ୍ଟୋବରରେ ମୁଣ୍ଡ ପିଛା ହାରାହାରି ମାସିକ ପାରିବାରିକ ଆୟ ୪,୯୭୯ ଟଙ୍କାକୁ ହ୍ରାସ ପାଇଛି, ଯାହା ସେହିବର୍ଷ ଜାନୁଆରୀରେ ୫,୯୮୯ ଟଙ୍କା ରହିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!