Tuesday, October 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାକିରୀର ପ୍ରଲୋଭନ ଦେଖାଇ ଯବୁତୀଙ୍କୁ ବାରମ୍ବାର ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
May 2, 2021
in Crime
ଚାକିରୀର ପ୍ରଲୋଭନ ଦେଖାଇ ଯବୁତୀଙ୍କୁ ବାରମ୍ବାର ଦୁଷ୍କର୍ମ
462
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଚାକିରୀ ଦେବାକୁ କହି ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ । ଯୁବତୀଙ୍କୁ ଏକ ଭଡା ଘରେ ରଖି ତାଙ୍କର ଅଶ୍ଳୀଳ ଫିଲ୍ମ କରି ବ୍ଲାକମେଲ କରି ଶୋଷଣ କରୁଥିଲା ଯୁବକ । କେବଳ ସେତିକି ନୁହେଁ ଯୁବତୀଙ୍କ ବାହାଘର ଠିକ ହେବାରୁ ଶ୍ୱଶୁର ଘର ଲୋକଙ୍କୁ ବ୍ଲୁ ଫିଲ୍ମ ପଠାଇଦେବ ବୋଲି କହି ଧମକ ମଧ୍ୟ ଦେଉଥିଲା । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶରେ ରିୱାରେ । ସୂଚନାନୁସାରେ, ଜଣେ ୨୦ ବର୍ଷୀୟା ଯୁବତୀଙ୍କର କିଛି ମାସ ତଳେ ବାହାଘର ଠିକ ହୋଇଥିଲା । ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ଲାଭ ଉଠାଇବା ପାଇଁ ମହମ୍ମଦ ଅକବର ନାମକ ଜଣେ ଯୁବକ ତାଙ୍କ ସମ୍ପର୍କରେ ଆସିଥିଲେ । ମହମ୍ମଦ ଉକ୍ତ ଯୁବତୀଙ୍କୁ ଚାକିରୀ ଦେବା ଓ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ କରିବ ବୋଲି ଲୋଭ ଦେଖାଇଥିଲେ । ଏହା ପରେ ପୀଡିତାଙ୍କୁ ଏକ ଭଡା ଘରେ ରଖି ତାଙ୍କ ସହ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ଯୁବତୀଙ୍କ ଅଶ୍ଳୀଳ ଭିଡିଓ କରି ତାହାକୁ ଭାଇରଲ କରିବାକୁ ମଧ୍ୟ ଧମକ ଦେଉଥିଲା । ତେବେ ଅତିଷ୍ଠ ହୋଇ ପୀଡିତା ଯୁବତୀ ଜଣଙ୍କ ରିୱା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହା ସହ ମହମ୍ମଦ ଆକବରର ମୋବାଇଲ ଜବତ କରିଛି ପୁଲିସ । ସାଇବର ସେଲରେ ଏବେ ଏହି ମାମଲାର ଯାଞ୍ଚ କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!