Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁମ୍ବାଇ ୭ୱିକେଟରେ ବିଜୟୀ

by ସଞ୍ଜୟ ସ୍ୱାଇଁ
April 29, 2021
in Sports, State
ମୁମ୍ବାଇ ୭ୱିକେଟରେ ବିଜୟୀ
93
VIEWS
Share on FacebookShare on Twitter

ଚେନ୍ନାଇ, (ବାଘୁଆବାର୍ତ୍ତା): ଚଳିତ ଆଇପିଏଲ୍ ସିଜିନର ଆଜିର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୭ୱିକେଟ୍ ବିଜୟୀ ହୋଇଛି । ଆଇପିଏଲ ସିଜିନ୍-୧୪ ଟି-୨୦ କ୍ରିକେଟ୍ ମ୍ୟାଚରେ ଆଜି ଅପରାହ୍ନରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ମୂଲ୍ୟବାନ ୪ଟି ୱିକେଟ୍ ହରାଇ ୧୭୧ ରନ୍ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ବଟ୍ଟଲର(୪୧ରନ୍, ୩୨ବଲ, ଚୌକା ୩ଟି, ଛକା ୩ଟି), ଜେସୱାଲ(୩୨ରନ, ୨୦ବଲ, ଚୌକା ୨ଟି, ଛକା ୨ଟି), ସଞ୍ଜୁ ସାମସନ୍(୪୨ରନ, ୨୭ବଲ, ଚୌକା ୫ଟି) ଓ ଦୁବେ(୩୫ରନ, ୩୧ବଲ, ଚୌକା ୨ଟି, ଛକା ୨ଟି) କରିଥିବା ବେଳେ ମୁମ୍ବାଇ ୧୭୨ରନର ବିଜୟ ଲକ୍ଷ ନେଇ ପଡିଆ ଭିତରକୁ ପ୍ରବେଶ କରିଥିଲା । ମୁମ୍ବାଇ ୩ଟି ଓି୍ୱକେଟ୍ ହରାଇ ନିର୍ଦ୍ଧାରିତ ଓଭର ପୂର୍ବରୁ ବିଜୟୀ ହୋଇଥିଲା । ମୁମ୍ବାଇ ପକ୍ଷରୁ ଡି କକ୍(୭୦ରନ, ୫୦ବଲ, ଚୌକା ୬ଟି, ଛକା ୨ଟି), କୃନାଲ ପାଣ୍ଡ୍ୟା(୩୯ରନ, ୨୬ବଲ, ୨ଟି ଚୌକା, ଛକା ୨ଟି) କରିଥିବା ବେଳେ ରୋହିତ ଶର୍ମା ୧୪ରନ୍, ସୂର୍ଯ୍ୟକୁମାର ଯାଦବ ୧୬ ଓ କିରଣ ପୋଲାର୍ଡ ୧୬ରନ କରି ଦଳକୁ ବଜୟୀ କରିଥିଲେ । ମୁମ୍ବାଇ ଚଳିତ ସିଜିନରେ ୬ଟି ମ୍ୟାଚ୍ ଖେଳି ୩ଟି ବିଜୟୀ ହୋଇଥିବା ବେଳେ ୩ଟି ପରାଜୟ ହୋଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!