Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରୋଇ ହସ୍ପିଟାଲକୁ ମିଳିବନି ୨୫୦ଟଙ୍କିଆ ଟିକା

by ସଞ୍ଜୟ ସ୍ୱାଇଁ
April 23, 2021
in Feature News, Health, State
ଘରୋଇ ହସ୍ପିଟାଲକୁ ମିଳିବନି ୨୫୦ଟଙ୍କିଆ ଟିକା
195
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): କୋଭିଡ ଟିକାକରଣକୁ ନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଘରୋଇ ହସ୍ପିଟାଲକୁ ଯେଉଁ ୨୫୦ଟଙ୍କାରେ କୋଭିଡ୍ ଟିକା ଯୋଗଇ ଦେଉଥିଲେ ସେଥିରେ ପରିବର୍ତ୍ତନ ଆଣିଛନ୍ତି । ପରିବର୍ତ୍ତନ ଅନୁସାରେ ମେ ୧ତାରିଖରୁ ଘରୋଇ ହସ୍ପିଟାଲ ଗୁଡିକୁ ୨୫୦ଟଙ୍କିଆ ଟିକା ବନ୍ଦ ହେବ । ତତସହିତ ରାଜ୍ୟରେ ଶନିବାର ଓ ରବିବାର କୋଭିଡ୍ ଟିକାକରଣ ବନ୍ଦ ରହିବ । ଏହି ଦୁଇଦିନ ଟିକାକରଣ କେନ୍ଦ୍ର ସାନିଟାଇଜ୍ କରାଯିବ । ଘରୋଇ ହସ୍ପିଟାଲ ମାନେ ଏଣିକି ସିଧାସଳକ ଫାର୍ମା କଂପାନୀ ଠାରୁ ଟିକା କିଣିପାରିବେ । ବ୍ୟବସ୍ଥା ଅନୁସାରେ ୫୦ପ୍ରତିଶତ କୋଟାରୁ ଘରୋଇ ହସ୍ପିଟାଲ ଟିକା କିଣିବେ । ଏପ୍ରିଲ ୩୦ରୁ ସମସ୍ତ ଘରୋଇ କୋଭିଡ୍ ଭ୍ୟାକସିନ୍ କେନ୍ଦ୍ରକୁ ଟିକା ବନ୍ଦ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମୁନିସପାଲିଟ୍ କର୍ପୋରେସନକୁ ଚିଠି କରାଯାଇଥିବା ସୂଚନା ମିଳିଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!