Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଲେଜ ଗଡ଼ାଣିରେ ଯୁବକ ଯୁବତୀ ଭିଡ଼ାଭିଡ଼ି

by ସଞ୍ଜୟ ସ୍ୱାଇଁ
April 18, 2021
in Breaking, Nayagarh
କଲେଜ ଗଡ଼ାଣିରେ ଯୁବକ ଯୁବତୀ ଭିଡ଼ାଭିଡ଼ି
1.6k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଅପରାହ୍ନ ସାଢେ ୨ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରତିଦିନ ନୟାଗଡ଼-ଓଡ଼ଗାଁ ରାସ୍ତା ଉପରେ ହଜାର ହଜାର କଲେଜ ଛାତ୍ରୀ କଲେଜ ଓ କୋଚିଂକୁ ପାଠ ପଢିବାକୁ ଯାଉଥିବା ବେଳେ ସୁରକ୍ଷା ନଥିବାରୁ ଜଣେ ଯୁବତୀ ଆଜି ହଟହଟା ହୋଇଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼-ଓଡ଼ଗାଁର ରାସ୍ତାର କଲେଜ ଗଡ଼ାଣି ଠାରେ ଆଜି ଅପରାହ୍ନରେ ଜଣେ ଯୁବତୀ ଓ ଜଣେ ଯୁବକ ଭିଡ଼ାଭିଡ଼ି ହୋଇଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ଯୁବତୀର ହାତକୁ ଧରି ଭିଡ଼ୁଥିବା ବେଳେ ଯୁବତୀ ଜଣକ ହାତକୁ ଛିଞ୍ଚାଡି ଦେଉଥିଲା । ତେବେ ଭିଡ଼ାଭିଡ଼ିର କାରଣ ଅସ୍ପଷ୍ଟ ଥିବା ଜଣାପଡିଛି । ସେହି ରାସ୍ତା ଦେଇ ଅନେକ ଯାତ୍ରୀ ଯିବା ଆସିବା କରୁଥିଲେ ମଧ୍ୟ କେହି ପ୍ରତବାଦ କରିନଥିଲେ । ପ୍ରାୟ ଅଧଘଣ୍ଟା ଧରି ଟଣା ଓଟରା ଚାଲୁ ରହିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!