Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନୈତିକ ସଂପର୍କ ମହଙ୍ଗା ପଡିଲା:ପୁଅ ପାଇଁ ମାଆକୁ ଛୁରା ମାଡ଼

by ସଞ୍ଜୟ ସ୍ୱାଇଁ
April 4, 2021
in Crime, State
ଅନୈତିକ ସଂପର୍କ ମହଙ୍ଗା ପଡିଲା:ପୁଅ ପାଇଁ ମାଆକୁ ଛୁରା ମାଡ଼
619
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ପୁଅର ପରକ୍ରିୟା ପ୍ରୀତି ପାଇଁ ମାଆକୁ ଛୁରା ମାଡ଼ । ଛୁରା ମାଡ଼ ମାଆ ଲହୁ ଲୁହାଣ ହୋଇ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ତେଲେକାଇ ଥାନା ଅଞ୍ଚଳରେ । ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟୁପଡା ଗାଁରେ ଜଣେ ବିବାହିତା ମହିଳାଙ୍କ ସହିତ ବିଧବା ମହିଳାଙ୍କ ପୁଅର ଅନୈତିକ ସଂପର୍କ ରଖିଆସିଥିଲା । ଏହାକୁ ନେଇ ମଧ୍ୟ ବିବାହିତା ମହିଳାଙ୍କ ସ୍ୱାମୀ ବାରମ୍ବାର ତାଗିତ୍ କରିବା ସହିତ ଥାନାକୁ ମଧ୍ୟ ମାମଲା ଯାଇଥିଲା । ଥାନାରେ ଉଭୟଙ୍କ ପରିବାର ମଧ୍ୟରେ ଆପୋସ ସମାଧାନ ହୋଇଥିଲେ ମଧ୍ୟ ବିଧବା ମହିଳାଙ୍କ ପୁଅ ଏହାକୁ ଖାତିର ନକରି ପୁନଃ ଉକ୍ତ ମହିଳାଙ୍କ ସହିତ ଅନୈତିକ ସଂପର୍କ ରଖିଥିଲା । ଯାହାକୁ ନେଇ ଦୁଇ ଦିନ ତଳେ ଉଭୟ ପରିବାର ମଧ୍ୟ ଝଗଛା ଲାଗିଥିଲା । ନିଜ ସ୍ତ୍ରୀର ଏଭଳି କାରନାମା ଦେଖି ସ୍ୱାମୀ ଜଣକ ବିଧବା ମହିଳାଙ୍କ ଘରେ ପସି ଉକ୍ତ ଯୁବକକୁ ଖୋଜିଥିଲା । ଯୁବକକୁ ନପାଇ ବିବାହିତା ମହିଳାଙ୍କ ସ୍ୱାମୀ ଶେଷରେ ବିଧବା ମହିଳାଙ୍କୁ ଛୁରାରେ ଆକ୍ରମଣ କରିଥିଲା । ବିଧବା ମହିଳା ଜଣକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!