Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାନ୍ଧୀ ଶିଳ୍ପ ବଜାର-୨୦୨୧ ଉଦ୍‌ଯାପିତ

by ସଞ୍ଜୟ ସ୍ୱାଇଁ
March 24, 2021
in Feature News
ଗାନ୍ଧୀ ଶିଳ୍ପ ବଜାର-୨୦୨୧ ଉଦ୍‌ଯାପିତ
182
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା):ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ମାର୍ଚ୍ଚ ୧୫ ତାରିଖଠାରୁ ୧୦ ଦିନ ବ୍ୟାପି ଆୟୋଜିତ ହେଉଥିବା ଗାନ୍ଧୀ ଶିଳ୍ପ ବଜାର-୨୦୨୧ ଆଜି ଉଦ୍‌ଯାପିତ ହୋଇଛି । ଭାରତ ସରକାରଙ୍କ ଅଧୀନସ୍ଥ ବିକାଶ ଆୟୁକ୍ତ (ହସ୍ତଶିଳ୍ପ)ଙ୍କ ଆର୍ଥିକ ସହାୟତାରେ ଓଡ଼ିଶା ହସ୍ତଶିଳ୍ପ ସମବାୟ ସମିତି ଲିଃ(ଉତ୍କଳିକା) ଦ୍ୱାରା ଆୟୋଜିତ ଗାନ୍ଧୀ ଶିଳ୍ପ ବଜାରକୁ ପ୍ରାୟ ୩ ଲକ୍ଷ ଦର୍ଶକ ପରିଦର୍ଶନ କରିବା ସହିତ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ହସ୍ତଶିଳ୍ପ ସାମଗ୍ରୀ ବିକି୍ରବଟା ହୋଇଛି । ଏହି ଶିଳ୍ପ ବଜାର ଦ୍ୱାରା ୧୦୦ରୁ ଊର୍ଦ୍ଧ୍ୱ କାର ଗି ର ଏଥିରେ ଉପକୃତ ହୋଇଛ;ି । ଭାରତର ୧୬ଟି ରାଜ୍ୟରୁ ଧାତବ ଶିଳ୍ପ , ଇମିଟେସନ୍‌ ଜୁଏଲାରୀ, ଶାମୁକା ତିଆରି ସାମଗ୍ରୀ, ଲାଖ ଚୂଡ଼ି, ସବାଇଘାସ ତିଆରି ସାମଗ୍ରୀ, ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ କାମ, ଜନଜାତି ଅଳଙ୍କାର, କତାଶିଳ୍ପର ସାମଗ୍ରୀ, ହାତପି୍ରଣ୍ଟ, ଟେକ୍ସଟାଇଲ୍‌, ଶିଙ୍ଗକାମ, ଚମଡ଼ା, ଝୋଟ, ଧାନରୁ ତିଆରି ସାମଗ୍ରୀ, ରୂପା ତାରକସି, ପିପିଲି ଚାନ୍ଦୁଆ, ପେପର କାମ, ସର୍ବୋପରି ସମ୍ବଲପୁରୀ ବସ୍ତ୍ର ଇତ୍ୟାଦି ୬୦ ପ୍ରକାରର ଆକର୍ଷଣୀୟ ହସ୍ତଶିଳ୍ପ ପ୍ରଦର୍ଶନ ଓ ବିକ୍ରୟ ହୋଇପାରିଛି । କୋଭିଡ୍‌ କଟକଣା ନିୟମକୁ ମାନି ୧୦ ଦିନ ବ୍ୟାପି ଏହି ହସ୍ତଶିଳ୍ପ ମେଳା ଗାନ୍ଧୀ ଶିଳ୍ପ ବଜାର୨୦୨୧ ସଫଳତାର ସହିତ ଶେଷ ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!