Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଲିଠୁ ଗଡ଼ିବ ବାଙ୍ଗିରିପୋଷି-ରୂପ୍‌ସା ଡିଏମ୍‌ୟୁ ଟ୍ରେନ୍‌, ଯିବନି ବାଲେଶ୍ବର

by ସଞ୍ଜୟ ସ୍ୱାଇଁ
March 16, 2021
in Feature News
କାଲିଠୁ ଗଡ଼ିବ ବାଙ୍ଗିରିପୋଷି-ରୂପ୍‌ସା ଡିଏମ୍‌ୟୁ ଟ୍ରେନ୍‌, ଯିବନି ବାଲେଶ୍ବର
152
VIEWS
Share on FacebookShare on Twitter

ବାରିପଦା,(ବାଘୁଆବାର୍ତ୍ତା): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ବୁଧବାରଠାରୁ ବାଙ୍ଗିରିପୋଷି-ରୂପ୍‌ସା ଡିଏମ୍‌ୟୁ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି ଦକ୍ଷିଣପୂର୍ବ ରେଳପଥ। ଏହି ଗାଡ଼ି ବାରିପଦାସ୍ଥିତ ଭଞ୍ଜପୁର ଷ୍ଟେସନରୁ ସକାଳ ୩.୧୫ରୁ ରୂପ୍‌ସା ଅଭିମୁଖେ ଛାଡ଼ି ରୂପ୍‌ସା ଷ୍ଟେସନରେ ସକାଳ ୪.୪୦ରେ ପହଞ୍ଚିବ। ସେଠାରୁ ଏହି ଗାଡ଼ି ସକାଳ ୬.୩୨ରେ ବାରିପଦାରେ ସକାଳ ୭.୪୨ରେ ପହଞ୍ଚିବ। ଏହି ଟ୍ରେନ୍‌ କିଛି ସମୟ ପରେ ଭଞ୍ଜପୁରରୁ ପୁନର୍ବାର ରୂପ୍‌ସା ଅଭିମୁଖେ ୮.୫ରେ ଛାଡ଼ିବ। ସକାଳ ସାଢ଼େ ୯ଟାରେ ରୂପ୍‌ସାରେ ପହଞ୍ଚିବ। ମାତ୍ର ୧୦ ମିନିଟ୍‌ ପରେ ରୂପ୍‌ସାରୁ ବାହାରି ଏହି ଟ୍ରେନ୍‌ ୧୦.୫୫ରେ ବାରିପଦାରେ ପହଞ୍ଚିବ। ମାତ୍ର ଦୁଇ ମିନିଟ୍‌ ପରେ ଏହି ଟ୍ରେନ୍‌ ବାରିପଦାରୁ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରିବ। ସେଠାରେ ୧୧.୪୫ରେ ପହଞ୍ଚିବ। ସେଠାରୁ ୧୦ ମିନିଟ୍‌ ପରେ ଛାଡ଼ିବ। ମଧ୍ୟାହ୍ନ ୧୨.୩୮ରେ ଏହା ବାରିପଦାରେ ‌ପହଞ୍ଚିବ। ଏଠାରୁ ଦୁଇ ମିନିଟ୍‌ ପରେ ରୂପ୍‌ସା ଯିବ । ସେଠାରେ ୧.୫୦ରେ ପହଞ୍ଚିବ। ୨.୫୮ରେ ଏହି ଟ୍ରେନ୍‌ ରୂପ୍‌ସାରୁ ବାହାରି ବାରିପଦାରେ ୪.୧୫ ଏବଂ ବାଙ୍ଗିରିପୋଷିରେ ୫.୦୫ରେ ପହଞ୍ଚିବ। ବାଙ୍ଗିରିପୋଷିରୁ ୫.୧୫ରେ ବାହାରି ବାରିପଦାରେ ୬.୦୫, ରୂପ୍‌ସାରେ ସନ୍ଧ୍ୟା ସାଢ଼େ ୭ରେ ପହଞ୍ଚିବ ଏହି ଟ୍ରେନ୍। ରୂପ୍‌ସାରୁ ରାତି ୯.୪୦ରେ ବାହାରି ଭଞ୍ଜପୁରରେ ରାତି ୧୧.୧୫ରେ ପହଞ୍ଚିବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!