Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ପୁଲିସର ‘ଏମ-ପୋଲିସ’ ବ୍ୟବସ୍ଥା

by ସଞ୍ଜୟ ସ୍ୱାଇଁ
March 15, 2021
in Planning and Development, State
ପୁଲିସର ସ୍ୱତନ୍ତ୍ର ଅଭିଯାନ; ୧୬୦ଶିଶୁ ଉଦ୍ଧାର
157
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପାସେପାର୍ଟର ତୁରନ୍ତ ଯାଂଚ କରିବା ନିମନ୍ତେ ଓଡ଼ିଶା ପୁଲିସ ୫-ଟି କାର୍ଯ୍ୟକ୍ରମକୁ ଆଧାର କରି ‘ଏମ୍-ପୋଲିସ’ ମୋବାଇଲ ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ ହୋଇଛି । ଥାନାରେ ହେଉଥିବା ପାସପୋର୍ଟ ଭେରିଫିକେସନ ବ୍ୟବସ୍ଥା ଏବେ ଖୁବ ସହଜ ହେବ । ପାସପୋର୍ଟ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ସମୟ ଉପଯୋଗୀ କରିବା ନିମନ୍ତେ ଏହା ଏକ ମହତ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟର ୫୫୩ଟି ପୁଲିସ ଷ୍ଟେସନକୁ ଟାବଲେଟ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଆଜି ୧୦୦ଟି ଥାନାକୁ ଟାବଲେଟ୍ ପ୍ରଦାନ କରାଯାଇଥିବା ବେଳେ ମାର୍ଚ୍ଚ ୨୫ତାରିଖରେ ଅନ୍ୟ ଥାନା ଗୁଡ଼ିକୁ ଟାବଲେଟ୍ ପ୍ରଦାନ କରାଯିବ । ପୂର୍ବରୁ ପାସପୋର୍ଟ ଭେରିଫିକେସନ୍ ପାଇଁ ଡାକ ଯୋଗେ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ, ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ପାସପୋର୍ଟ ସେକ୍ସନକୁ ଆସୁଥିଲା । ସେଠାରୁ ପୁଣି ଥାନାକୁ ଯାଉଥିଲା । ଏହି ‘ଏମ-ପୋଲିସ’ ମୋବାଇଲ ଆପ୍ଲିକେସନ ବ୍ୟବସ୍ଥା ପରେ ସାଧାରଣ ଲୋକଙ୍କର କୌଣସି ଅଭିଯୋଗ ରହିବ ନାହିଁ । ଆବେଦନକାରୀ ବିବରଣୀ ପୁଲିସ ଅଧରକାରୀଙ୍କ ପାଖରେ ପହଞ୍ôଚବା ପରେ ଟାବଲେଟ୍ ଜରିଆରେ ସଂପୃକ୍ତ ଅଧିକାରୀ ଭେରିଫିକେସନ ରିପୋର୍ଟ ପ୍ରଦାନ କରିବେ । ଯାହାଫଳରେ ଲୋକମାନେ ପାସପୋର୍ଟ ପାଇବାରେ ସକ୍ଷମ ହୋଇପାରିବ ବୋଲି ରାଜ୍ୟ ପୁଲିସ ମଖ୍ୟାଳୟରୁ ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!