Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଣ୍ଡଳ ସ୍ତରୀୟ ଘରୋଇ ବିଦ୍ୟାଳୟ ସଂଘ ବନ୍ଧୁ ମିଳନ ଉତ୍ସବ

by ସଞ୍ଜୟ ସ୍ୱାଇଁ
June 22, 2025
in Nayagarh
ମଣ୍ଡଳ ସ୍ତରୀୟ ଘରୋଇ ବିଦ୍ୟାଳୟ ସଂଘ ବନ୍ଧୁ ମିଳନ ଉତ୍ସବ
181
VIEWS
Share on FacebookShare on Twitter

ରଣପୁର,(ବାଘୁଆବାର୍ତ୍ତା): ରବିବାର ଦିନ ରଣପୁର ବିଦ୍ୟାଳୟ ସଂଘ ଏକ ବନ୍ଧୁମିଳନ ଉତ୍ସବ ମଝିଆଖଣ୍ଡ ସରସ୍ଵତୀ ଶିଶୁ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୩୮ ଗୋଟି ବିଦ୍ୟାଳୟରୁ ଆସିଥିବା ସମ୍ପାଦକ, ସଭାପତି ଓ ପ୍ରଧାନଶିକ୍ଷକଙ୍କୁ ପୁଷ୍ପ ଗୁଛ ଓ ଉପଢ଼ୌକିନ ଦ୍ଵାରା ସମ୍ବର୍ଦ୍ଧନା କରିଥିଲେ। ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ଦଳବେହେରା ,ସମ୍ପାଦକ ଜନ୍ମଜୟ ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଆଚାର‌୍ୟ୍ୟ ଜ୍ୟୋତ୍ସାରାଣୀ ବେହେରା, ସମସ୍ତ ବିଦ୍ୟାଳୟରୁ ଆସିଥିବା ସଦସ୍ୟଙ୍କୁ ସ୍ଵାଗତ ବାର୍ତ୍ତା ପ୍ରଦାନ କରିଥିଲେ। ରଣପୁର ବ୍ଲକ୍ ଘରୋଇ ବିଦ୍ୟାଳୟରୁ ଆସିଥିବା ସମସ୍ତ ସଦସ୍ୟ ନିଜ ନିଜର ଗଠନ ମୂଳକ ପ୍ରସ୍ତାବ ଦେଇଥିଲେ । ସଂଘର ସଭାପତି ପ୍ରଭାତ କୁମାର ପ୍ରଧାନ ଉକ୍ତ ପ୍ରସ୍ତାବ ଗୁଡ଼ିକୁ ସୁଦୃଢ କରିବାରେ ସଂକଳ୍ପ ନେଇଥିଲେ । ସଂଘର ସମ୍ପାଦକ ଛ।ୟ।କ।ନ୍ତ ମହାପାତ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!