Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୌର ପରିଷଦ ବୃକ୍ଷରୋପଣ କାର୍ଯ୍ୟକ୍ରମ

by ସଞ୍ଜୟ ସ୍ୱାଇଁ
June 21, 2025
in Nayagarh
ପୌର ପରିଷଦ ବୃକ୍ଷରୋପଣ କାର୍ଯ୍ୟକ୍ରମ
121
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଶା ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ୍ରମେ ଆଜି ନୟାଗଡ଼ ପୌର ପରିଷଦ ତରଫରୁ ଡାକ ବଙ୍ଗଳା ନିକଟ ନିଉ ଟାଉନ ପ୍ରାଥମିକ ବିଦ୍ୟାଳୟ ପରିସରରେ “ମା ପାଇଁ ଗଛଟିଏ”ଅଭିଯାନ ଜରିଆରେ ବୃକ୍ଷରୋପଣ କାର‌୍ୟ୍ୟକ୍ରମ କରାଯାଇଛି । ଅଁଳା, ଲିମ୍ବ, ଆମ୍ବ, କଡମ୍ବ ଓ ଜାକରନ୍ଦା (ଛାଇପାଇଁ) ପ୍ରଭୃତି ୨୦ ଟି ଚାରା ରୋପଣ କରଯାଇଥିଲା । ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷା ଗୁରୁପ୍ରସାଦ ଜେନା, କାଉନସିଲର ସ୍ଵୟଂପ୍ରଭା ମିଶ୍ର, ଅଳକା ମଞ୍ଜରି ନାୟକ, ଗୀତାଞ୍ଜଳୀ ସ୍ବାଇଁ, ଜାନକୀ ବଲ୍ଲଭ ଜେନା, ଡୁଡା କାର‌୍ୟ୍ୟାଳୟର ବିଶେଷଜ୍ଞ ଚିରଞ୍ଜିବ ଦାସ, ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁକ୍ତା ଦେଇ, ସମାଜସେବି ରୁଦ୍ରପ୍ରସନ୍ନ ରଥ, ଗଦାଧର ଜେନା, ଅଞ୍ଚଳ କୁମାର ସ୍ବାଇଁ ପ୍ରଭୃତି ଯୋଗଦେଇ ଚାରାରୋପଣ କରିଥିଲେ । ନିର୍ବାହୀ ଅଧିଇକାରୀ ସ୍ନେହଲତା ଆଚାର‌୍ୟ ସମସ୍ତ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ସମସ୍ତ ଯନ୍ତ୍ରୀ, ସମସ୍ତ କର୍ମଚାରୀ, ସ୍ବଚ୍ଛ ସାଥ୍, ସ୍ବଚ୍ଛ ସୁପରଭାଇଜର ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!