Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ରଜରାଜପୁର ବିଜେଡ଼ି ସଭାପତିଙ୍କ ପରଲୋକ 

by ସଞ୍ଜୟ ସ୍ୱାଇଁ
June 15, 2025
in Nayagarh
ବ୍ରଜରାଜପୁର ବିଜେଡ଼ି ସଭାପତିଙ୍କ ପରଲୋକ 
275
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରଣପୁର ନିର୍ବାଚନ ମଣ୍ଡଳୀ ବ୍ରଜରାଜପୁର ପଞ୍ଚାୟତରେ ଖେଳିଯାଇଛି ଶୋକର ଛାୟା l ବ୍ରଜରାଜପୁର ପଞ୍ଚାୟତର ବିଜେଡ଼ି ସଭାପତି ବିପିନ ପ୍ରଧାନଙ୍କ (୫୫) ବର୍ଷ ବୟସରେ ପରଲୋକ ହୋଇଛି l ୧୯୭୦ ମସିହା ମେ ମାସ ୨୦ତାରିଖରେ ଜନ୍ମ ଲାଭ କରିଥିବା ବିପିନ ପ୍ରଧାନ ବିଜେଡ଼ିର ଜଣେ ସକ୍ରିୟ କର୍ମୀ ରହିବା ସହ ଦଳ ତାଙ୍କ ଉପରେ ଆଶା ପ୍ରକଟ କରି ଦୀର୍ଘ ୧୫ବର୍ଷ ହେବ ବ୍ରଜରାଜପୂର ପଞ୍ଚାୟତର ବିଜେଡ଼ି ସଭାପତି ଭାବେ ନିଯୁକ୍ତ ହେଇଥିଲେ l ତେବେ ସେହିଦିନ ଠାରୁ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ l ତେବେ ଶନିବାର ହଠାତ୍ ହାର୍ଟ ଚୋକରେ ତାଙ୍କର ପରଲୋକ ହୋଇଥିଲା l ସ୍ବର୍ଗତ ପ୍ରଧାନ ସ୍ଥାନୀୟ ଅଞ୍ଚଳର ଜଣେ ମେଳାପି ଓ ସ୍ନେହୀ ଲୋକ ଭାବେ ବେଶ୍ ପରିଚିତ l ତାଙ୍କର ମୃତ ଖବର ବିଜୁଳି ମାତ୍ରାରେ ଖେଳିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ସ୍ୱର୍ଗତ ପ୍ରଧାନଙ୍କ ବାସଭବନରେ ଲୋକାରଣ୍ୟ ହୋଇଥିଲା l ବିଜେଡ଼ିର ଦୃଢ଼ ସଂଗଠକ ସ୍ବର୍ଗତ ପ୍ରଧାନ ପରଲୋକରେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ତଥା ବିଜେଡ଼ି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ ଦେବାଶିଷ ପଟ୍ଟନାୟକ, ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଶୋକ ବ୍ୟକ୍ତ କରିବା ସହ ସ୍ବର୍ଗତ ପ୍ରଧାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅମରଆତ୍ମା ସଦଗତି କାମନା କରିଛନ୍ତି l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!