Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତା ୭ ରୁ ସିଏମ ଟ୍ରଫି ୧୫ ବର୍ଷରୁ କମ ଫୁଟବଲ ଚମ୍ପିୟାନସିପ

by ସଞ୍ଜୟ ସ୍ୱାଇଁ
April 4, 2025
in Nayagarh, Sports, State
ଆସନ୍ତା କାଲିଠାରୁ ରାଜ୍ୟ ସ୍ତରୀୟ ଇଟାମାଟି ଫୁଟବଲ କପ
92
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଫାଓ ସ୍ପୋର୍ଟସ ଏବଂ ଯୁବ ବେପାର ବିଭାଗ ଓଡିଶା ସରକାର ତଥା ନୟାଗଡ଼ ଆଥ୍‌ଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆସନ୍ତା ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ନୟାଗଡ଼ ଖେଳ ପଡିଆରେ ସିଏମ ଟ୍ରଫି ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ମର୍ଣ୍ଣିଂଙ୍ଗ କ୍ଲବ ନୟାଗଡ଼, ପୋଲଷ୍ଟାର ରାଜପାଟଣା, ୟୁଥ ସ୍ପୋର୍ଟସ କ୍ଲବ ବାଇଗୁଣିଆ, ମଧୁକେଶ ଆଥ୍‌ଲେଟିକ କ୍ଲବ ନାଗମୁଣ୍ଡୁଳୀ, ସ୍ପୋର୍ଟସ ଆସୋସିଏସନ ଖଣ୍ଡପଡା, ଗୋଡିପଡା ଆଥଲେଟିକ ଆସୋସିଏସନ, ଜନଶକ୍ତୀ କ୍ଲବ ଚାହାଳୀ ଏବଂ ଲଡୁକେଶ ଆଥଲେଟିକ ଆସୋସିଏସନ ଶରଣକୁଳ ଏପରି ୮ଟି ଦଳ ଭାଗ ନେଉଛନ୍ତି । ଖେଳ ସକାଳ ୭ଟାରେ ପ୍ରଥମ ମ୍ୟାଚ ଏବଂ ଅପରାହ୍ନ ୪ଟାରେ ଦ୍ୱିତୀୟ ମ୍ୟାଚ ଅନୁଷ୍ଠିତ ହେବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!